National/International

୧୩ ଘଣ୍ଟା ଚାଲିଲେ ରାହୁଲ

  •  
  • 8
  •  
  •  
  •  
  •  
  •  
    8
    Shares

ନୁଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କୈଳାସ ମାନସରୋବର ଯାତ୍ରାକୁ ନେଇ ଚାଲିଛି ଚର୍ଚ୍ଚା। ଏହି ଯାତ୍ରାକୁ ନେଇ ରାହୁଲଙ୍କର କିଛି ଫଟୋ ଓ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି। ହେଲେ ଗୁରୁବାର ରାହୁଲ ବିନା ବାଧାରେ ଦୀର୍ଘ ୧୩ ଘଣ୍ଟା ପାହାଡିଆ ରାସ୍ତାରେ ଚାଲିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ସେ ପାଖାପାଖି ୩୪ କିଲୋମିଟର ଯାତ୍ରା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହି ପାହାଡିଆ ରାସ୍ତାରେ ଚାଲିବା କାଠିକର ପାଠ। ତେଣୁ କଂଗ୍ରେସ ଅଧ୍ୟକ୍ଷଙ୍କର ଏହି ଯାତ୍ରାକୁ ଦେଖି ଅନେକ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି। ରାହୁଲଙ୍କର ଏହି ଯାତ୍ରାର ଏକ ଭିଡିଓ ଶୁକ୍ରବାର ଦେଖିବାକୁ ମିଳିଛି।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...