National/International

ସନ୍ଧ୍ୟାସୁଦ୍ଧା ଉପକୂଳ ଛୁଇଁପାରେ ‘ଗାଜା’ 

  •  
  •  
  •  
  •  
  •  
  •  
  •  

ଚେନ୍ନାଇ: ଘୂର୍ଣ୍ଣିଝଡ ‘ଗାଜା’ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଛୁଇଁବା ଅନୁମାନ କରିଛି ପାଣିପାଗ ବିଭାଗ। ଏବେ ଏହା ଚେନ୍ନାଇର ଉତ୍ତର ପୂର୍ବରୁ ୩୭୦ କିଲୋମିଟର ଓ ନାଗାପଟ୍ଟିନମ୍‌ରୁ ୩୭୦ କିଲୋମିଟର ଦୂରରେ ରହିଥିବା  ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଗୁରୁବାର ସନ୍ଧ୍ୟା ସୁଦ୍ଧା ପମ୍ବନ ଓ କୁଡାଲୋର ଉପକୂଳ ଛୁଇଁବାର ଆଶଙ୍କା କରାଯାଇଛି। ଏହାର ପ୍ରଭାବରେ ଘଣ୍ଟାକୁ ୧୦୦ କିଲୋମିଟର ବେଗରେ ପବନ ବହିବାର ଅନୁମାନ କରାଯାଇଛି। ତେଣୁ ସମୁଦ୍ର ନିକଟରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରି ଦିଆଯାଇଛି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...