National/International

ତୃତୀୟ ସନ୍ତାନ ଜନ୍ମ କଲେ ୨୦ ବର୍ଷ ପାଇଁ ଲିଜ୍‌ରେ ମିଳିବ ଜମି

  •  
  •  
  •  
  •  
  •  
  •  
  •  

ରୋମ୍‌: ଇଟାଲୀରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ସରକାର ଏନେଇ ପ୍ରସ୍ତୁତ କରିଛନ୍ତି ନୂଆ ଯୋଜନା। ତୃତୀୟ ସନ୍ତାନ ଜନ୍ମ ଦେଉଥିବା ଦମ୍ପତିଙ୍କୁ ୨୦ ବର୍ଷ ପାଇଁ ସରକାର ଲିଜ୍‌ରେ ଜମି ଯୋଗାଇଦେବେ। ଜନସଂଖ୍ୟ ବୃଦ୍ଧି ପାଇଁ ସରକାର ଏଭଳି ଲୋଭନୀୟ ଯୋଜନା ପ୍ରସ୍‌ୁତ କରିଛନ୍ତି। ଗତବର୍ଷ ଦେଶରେ ୪ ଲକ୍ଷ ୬୪ ହଜାରରୁ ଅଧିକ ଶିଶୁ ଜନ୍ମଗ୍ରହଣ କରିଥିବା ସରକାର ସୂଚନା ଦେଇଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...