National/International

ଇଣ୍ଡୋନେସିଆରେ ତୀବ୍ରତାର ଭୂକମ୍ପ

  •  
  • 1
  •  
  •  
  •  
  •  
  •  
    1
    Share

ଜାକର୍ତ୍ତା: ଇଣ୍ଡୋନେସିଆର ଲମ୍ବୋକ୍‌ ଅଞ୍ଚଳରେ ୫.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ବିଳମ୍ବତି ରାତିରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି। ଏଥିରେ କିଛି କ୍ଷୟକ୍ଷତି ହୋଇଛି କି ନା ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ। ସୂଚନାଯୋଗ୍ୟ, କିଛି ଦିନ ତଳେ ଏଠାରେ ହୋଇଥିବା ଭୂକମ୍ପରେ ଅନେକ ଧନଜୀବନ ନଷ୍ଟ ହୋଇଥିବାରୁ ଏହାର ନାଁ ଶୁଣିଲେ ଭୟଭିତ ହୋଇ ଯାଉଛନ୍ତି ଇଣ୍ଡୋନେସିଆବାସୀ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...