National/International

୪୮ଜଣ ପାଇବେ ଜୀବନ ରକ୍ଷା ପଦକ ପୁରସ୍କାର : ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କୁ ମରଣୋତର ଭାବେ ସର୍ବୋତମ ଜୀବନ ରକ୍ଷା ପଦକ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ୨୦୧୮ ପାଇଁ ୪୮ ଜଣଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର ପ୍ରଦାନ ସକାଶେ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣଙ୍କୁ ସର୍ବୋତମ ଜୀବନ ରକ୍ଷା ପଦକ, ୧୫ ଜଣଙ୍କୁ ଉତମ ଜୀବନ ରକ୍ଷା ପଦକ ଏବଂ ୨୫ ଜଣଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟେରେ ୮ ଜଣଙ୍କୁ ମରଣୋତର ଭାବେ ପୁରସ୍କାର ପ୍ରଦାନ ସକାଶେ ସୁପାରିସ କରାଯାଇଛି ।
ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କୁ ମରଣୋତର ଭାବେ ସର୍ବୋତମ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...