Home ଦେଶ-ବିଦେଶ ଭଲ ଝିଅ ମିଳିଲେ ବାହା ହେବି ବୋଲି କହିଲେ ବିଜେପିର ଏହି ବରିଷ୍ଠ ନେତା

ଭଲ ଝିଅ ମିଳିଲେ ବାହା ହେବି ବୋଲି କହିଲେ ବିଜେପିର ଏହି ବରିଷ୍ଠ ନେତା

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ବାବୁଲାଲ୍‌ ଗୋରଙ୍କ ଆଉ ଏକ ବୟାନ ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛି। ଗୋର ନିକଟରେ କହିଛନ୍ତି, ଏବେ ତାଙ୍କ ପାଇଁ ଝିଅ ଦେଖା ଚାଲୁଛି। ଭଲ ଝିଅ ମିଳିଲେ ଯାଇ ବାହା ହେବେ। ଗୋର ଏହି ବୟାନ ତାଙ୍କ କଂଗ୍ରେସରେ ପ୍ରବେଶ ଅଟକଳକୁ ନେଇ କହିଥିଲେ । ଲୋକସଭା ନିର୍ବାଚନରେ କଂଗ୍ରେସର ଟିକଟ୍‌ ଅଫରକୁ ନେଇ ଗୋର କହିଥିଲେ, ଯେଉଁଠାରୁ ଅଫର ଆସିଲା ତାହାର ବିଚାର କରିବି । ଏବେ ପର୍ଯ୍ୟନ୍ତ ଅନ୍ୟ କେଉଁ ଦଳରୁ ଅଫର ଆସିନାହିଁ । ଏଠାରେ ପ୍ରଥମ ଏବଂ ଦ୍ୱିତୀୟର କିଛି କାମ ନାହିଁ । ଏବେ କିଛି ଫାଇନାଲ୍‌ ହୋଇନାହିଁ । ନିଜ ଥଟ୍ଟାମଜା ଢଙ୍ଗ ପାଇଁ ବେଶ୍‌ ଚର୍ଚ୍ଚିତ ଥିବା ଏହି ନେତା କହିଥିଲେ, ମୁଁ ଝିଅ ଦେଖୁଛି । ଝିଅ ଦେଖା ସରିଲେ ମୁଁ ଖୁବ୍‌ ଶୀଘ୍ର ବିବାହ କରି ନେବି।’ ତେବେ ଗୋଟିଏ ଦିନ ପୂର୍ବରୁ ଏହି ନେତା କହିଥିଲେ ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ତାଙ୍କୁ ଭୋପାଲ ଲୋକସଭା ସିଟରୁ ନିର୍ବାଚନ ଲଢିବା ପାଇଁ ଅଫର୍‌ ଦେଇଛନ୍ତି । ବିଧାନସଭା ନିର୍ବାଚନରେ କଂଗ୍ରେସର ଜିତ ପରେ ଦିଗବିଜୟ ସିଂହ ବାବୁଲାଲଙ୍କୁ ଭେଟିବାକୁ ତାଙ୍କ ବାସଗୃହକୁ ଯାଇଥିଲେ । ଏଠାରେ ଏହି କଥା ବାହାରି ଆସିଥିଲା ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...