National/International

ଏହି କୋଟିପତି ମଡେଲ କୌଣସି ଜଣେ ଭାରତୀୟଙ୍କୁ ବିବାହ କରିବାକୁ ଚାହାଁନ୍ତି

  •  
  • 11
  •  
  •  
  •  
  •  
  •  
    11
    Shares

ନୂଆଦିଲ୍ଲୀ/ମସ୍କୋ  : ଯେ କୌଣସି ଭାରତୀୟ ଯୁବକଙ୍କୁ ବିବାହ କରିବା ଲାଗି ରୁଷିଆର ଜଣେ ନାମୀଦାମୀ ମଡ଼େଲ ୬୫ କୋଟି ଟଙ୍କାର ତାଙ୍କ ସମ୍ପତ୍ତି ଦେବାକୁ ରାଜି ଅଛନ୍ତି। ମଡ଼େଲ ଜଣକ ହେଉଛନ୍ତି ଏନା। ଭାରତୀୟ ଯୁବକ ସ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ହୋଇଥାନ୍ତି। ସେମାନେ ପ୍ରାୟତଃ ଜୀବନ ସାଥୀଙ୍କ ପ୍ରତି ବିଶ୍ୱାସ ଘାତକତା କରି ନ ଥାନ୍ତି ବୋଲି ଏନା କହିଛନ୍ତି। ସେ ଜଣେ ଭାରତୀୟ ଯୁବକଙ୍କୁ ବିବାହ କରି ନିଜର ସମସ୍ତ ସମ୍ପତ୍ତି ତାଙ୍କ ନାମରେ କରିବାକୁ ଚାହାନ୍ତି ବୋଲି ସୂଚନା ଦେଇଛନ୍ତି।

  •  
    11
    Shares
  •  
  • 11
  •  
  •  
  •  
  •  
Loading...

Join The Discussion

Loading...