Home ଦେଶ-ବିଦେଶ କାହାକୁ ନପୁଂସକ କହିବା ମାନହାନୀ: ବମ୍ବେ ହାଇକୋର୍ଟ

କାହାକୁ ନପୁଂସକ କହିବା ମାନହାନୀ: ବମ୍ବେ ହାଇକୋର୍ଟ

ନାଗପୁର: କୌଣସି ବ୍ୟକ୍ତିଙ୍କୁ ‘ନପୁଂସକ’ କହିବା ମାନହାନୀ ଏବଂ ଏହା ତାଙ୍କର ପୁରଷପଣିଆର ପ୍ରତିକୂଳ ପ୍ରତିବିମ୍ବ ପକାଉଛି ବୋଲି ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ କହିଛନ୍ତି।

ସ୍ୱାମୀଙ୍କ ଅଭିଯୋଗ ଆଧାରରେ ପତ୍ନୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରାଧିକ ବିଚାରୁ ଛାଡ଼ ପାଇବାକୁ ଉକ୍ତ ମହିଳାଜଣକ କରିଥିବା ଆବେଦନକୁ ଖାରଜ କରିବା ବେଳେ ହାଇକୋର୍ଟ କହିଲେ କି ଏ ଭଳି ଶବ୍ଦ ପ୍ରୟୋଗ କରିବା ମାନହାନୀ କରିବା ସଙ୍ଗେ ସମାନ। ଛାଡ଼ପତ୍ର ଦେବା ନିମନ୍ତେ ଯୌତୁକ, ଗୃହବିବାଦ ଏବଂ ନିର୍ଯାତନା ସହ ‘ନପୁଂସକତା’କୁ କାରଣ ଭାବେ ଉଲ୍ଲେଖ କରି ସମ୍ପ୍ରତି ଅନେକ ମହିଳା ଆବେଦନ କରୁଥିବାରୁ ହାଇକୋର୍ଟଙ୍କ ଏହି ରାୟ ଅନେକ ସ୍ୱାମୀଙ୍କୁ ସାହାଯ୍ୟ କରିବ।

ଜଷ୍ଟିସ୍‌ ସୁନୀଲ ଶୁକ୍ରେଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି: ସାଧାରଣ ଏବଂ ବ୍ୟାଗରଣଗତ ଦୃଷ୍ଟିରେ ବୁଝିଲେ ‘ନପୁଂସକ’ ଜଣେ ବ୍ୟକ୍ତିଙ୍କ ପୁରୁଷପଣିଆ ଉପରେ ପ୍ରତିକୂଳ ପ୍ରଭାବ ପକାଏ ଓ ତାଙ୍କ ସମ୍ପର୍କରେ ଅନ୍ୟମାନେ ପ୍ରତିକୂଳ ମନ୍ତବ୍ୟ ଦିଅନ୍ତି। ତେଣୁ ଏହାର ବ୍ୟବହାର ଏବଂ ପ୍ରକାଶନକୁ ଧାରା ୪୯୯ରେ ଅନୁଧ୍ୟାନ କରାଯାଉଥିବାରୁ ଏହା ଧାରା ୫୦୦ ଅନୁସାରେ ମାନହାନୀ ଅନ୍ତର୍ଭୁକ୍ତ।

ଚାଲିଥିବା ଅପରାଧିକ ବିଚାରଧାରାରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରି ବିଚାରପତି କହିଲେ କି, ବିଶେଷ କରି ପିଲାଜନ୍ମ କ୍ଷେତ୍ରରେ ସ୍ତ୍ରୀରୋଗ ଓ ପ୍ରସୂତୀ ବିଶେଷଜ୍ଞଙ୍କ ଡାକ୍ତରୀ ପରୀକ୍ଷା ପରେ ନପୁଂସକ ବ୍ୟକ୍ତି ବୋଲି ଉଲ୍ଲେଖ କରାଯାଇଥିଲେ ବି ଏ ଶବ୍ଦକୁ ପ୍ରକାଶ କରିବା ଦ୍ୱାରା ହେଉଥିବା କ୍ଷତିକୁ ଧୋଇ ହେବ ନାହିଁ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...