National/International

ଚୋରି ହେଉଛି ଲକ୍ଷେ ଟଙ୍କିଆ ପାରା

  •  
  • 1
  •  
  •  
  •  
  •  
  •  
    1
    Share

ନୂଆଦିଲ୍ଲୀ: ଗାଜିଆବାଦର ଲୋନି ଅଞ୍ଚଳରେ ରହୁଥିବା ଅମିତ ନାମକ ଜଣେ ବ୍ୟକ୍ତି ପାରା ପାଳନ କରିବାରେ ସୌକ୍‌ ରଖନ୍ତି। ସେ ତାଙ୍କ ଘରେ ବିଭିନ୍ନ ପ୍ରଜାତିର ପାରା ପାଳନ କରିଛନ୍ତି। ହେଲେ ଗତ ବୁଧବାର ତାଙ୍କର ୫୦ରୁ ୬୦ଟି ପାରା ଚୋରି ଯାଇଥିବା ସେ ଅଭିଯୋଗ କରିଛନ୍ତି। ଏମାନଙ୍କର ଦାମ୍‌ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ସେ କହିଛନ୍ତି। ଏକଥା ଶୁଣିବା ପରେ ପୋଲିସ ଚମକି ପଡିଛି। ତେବେ ଲୋନି ଥାନାରେ ଅମିତଙ୍କ ଅଭିଯୋଗକୁ ଗ୍ରହଣ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...