Home ଦେଶ-ବିଦେଶ ଆଜାମ ଖାନଙ୍କୁ ଜବାବ୍ ଦେଲେ ଜୟାପ୍ରଦା, କହିଲେ ଏମିତି ଲୋକଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ...

ଆଜାମ ଖାନଙ୍କୁ ଜବାବ୍ ଦେଲେ ଜୟାପ୍ରଦା, କହିଲେ ଏମିତି ଲୋକଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦିଆନଯାଉ

ଲକ୍ଷେ୍ନା÷÷ : ସମାଜବାଦୀ ପାର୍ଟି ନେତା ତଥା ରାମପୁର ଲୋକସଭା ପ୍ରାର୍ଥୀ ଆଜମ ଖାନଙ୍କ ଅଶ୍ଳିଳ ଟିପ୍ପଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜୟାପ୍ରଦା । ଆଜମଙ୍କୁ ଜବାବ୍ ଦେଇ କହିଛନ୍ତି ଯେ, ଏମିତି ଲୋକଙ୍କୁ ନିର୍ବାଚନ ଲଢିବାକୁ ଅନୁମତି ଦେବା କଥା ନୁହେଁ । ଏହି ବ୍ୟକ୍ତି ଯଦି ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ମହିଳା ସମାଜଙ୍କ ପାଇଁ କ’ଣ ହେବ । ସେ ଆହୁରି କହିଛନ୍ତି ଯେ, ମୁଁ କ’ଣ ମରିଗଲେ , ଆପଣ ସନ୍ତୁଷ୍ଟ ହେବ । ଆପଣ ଭାବୁଥିବେ ମୁଁ ଡରି କରି ରାମପୁର ଛାଡିଦେବି । କିନ୍ତୁ ମୁଁ ଛାଡିଯିବାର ପ୍ରଶ୍ନ ଉଠୁନି । ଜୟାପ୍ରଦା କହିଛନ୍ତି ଯେ, ମୁଁ ପାଇଁ ଏହା ନୁଆ କଥା ନୁହେଁ । ଆଗରୁ ମଧ୍ୟ ବହୁ ନେତା ମୋ ବିରୋଧରେ ଏମିତି କଥା କହିଛନ୍ତି । ସେ କହିଛନ୍ତି ମୁଁ ଜଣେ ମହିଳା ଓ ସେ ଯାହା କହିଛନ୍ତି ତାହାକୁ ମୁଁ ଦୋହରାଇପାରିବି ନାହିଁ । ସେ କହିଛନ୍ତି ଯେ, ମୋତେ ବୁଝାପଡୁନି ସେ ମୋ ବିଷୟରେ କାହିଁକି ଏମିତି କହିଲେ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...