National/International

ଦାତୀ ମହାରାଜଙ୍କ ଉପରେ ବଳାକ୍ରାର ମାମଲା ରୁଜୁ କଲା ସିବିଆଇ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ସିବିଆଇ ଶୁକ୍ରବାର ଦିନ ଦାତି ମହାରାଜ ଓ ଅନ୍ୟ ତିନିଜଣଙ୍କ ନାମରେ ବଳାକ୍ରାର ଓ ଅପ୍ରାକୃତି ଯୋ÷÷ନ ସଂପର୍କ ମାମଲା ରୁଜୁ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱୟଂଭୁ ଦାତି ମଦନ ଲାଲ ଅରଫ୍ ଦାତୀ ମହାରାଜ ବିରୋଧରେ ଶିଷ୍ୟ।।ଙ୍କୁ ଯୋ÷÷ନ ଶୋଷଣ କରିଥିବା ଅଭିଯୋଗରେ ସିବିଆଇ ବଳାକ୍ରାର ମାମଲା ରୁଜୁ କରିଛି । ତାଙ୍କ ସହ ଅନ୍ୟ ତିନି ସହଯୋଗୀଙ୍କ ନାମରେ ମଧ୍ୟ ବଳାକ୍ରାର ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଉଲ୍ଲେଖନୀୟ ଯେ, ପୂର୍ବରୁ ଦିଲ୍ଲୀ ପୁଲିସ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲା । ସୁପ୍ରିମକୋର୍ଟ ଏହାକୁ ଅନୁଧ୍ୟାନ କରି ସିବିଆଇ ଯାଞ୍ଚ ପାଇଁ ଅନୁମତି ଦେଇଥିଲେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...