Home ଦେଶ-ବିଦେଶ ଏଣିକି ୪ବର୍ଷ ହେବ ବି.ଇଡି କୋର୍ସ

ଏଣିକି ୪ବର୍ଷ ହେବ ବି.ଇଡି କୋର୍ସ

ନୂଆଦିଲ୍ଲୀ : ସରକାର ଆସନ୍ତା ବର୍ଷଠାରୁ ବ୍ୟାଚଲର ଇନ ଏଜୁକେଶନ କୋର୍ସର ଅବଧି ୪ ବର୍ଷ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ଶିକ୍ଷଣ ଗୁଣବତାରେ ସୁଧାର ହେବ । ମାନବ ସଂଶାଧାନ ବିକାଶ ମନ୍ତ୍ରୀ ପ୍ରକାଶ ଜାବେଦକର ଏହି ବିଷୟରେ ସୂଚନା ଦେଇଛନ୍ତି ।କେନ୍ଦ୍ର ବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟରେ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥିବା କନଫରେନ୍ସର ଦ୍ୱିତୀୟ ଦିନରେ ପ୍ରଧାନ ଆଚାର୍ଯ୍ୟଙ୍କୁ ସମ୍ବୋନ୍ଧିତ କରି ଜାବେଦକର କହିଛନ୍ତି କି, ଆମେ ବି.ଇଡି କୋର୍ସକୁ ଚାରି ବର୍ଷ କରିବାକୁ ଯାଉଛୁ । ଶିକ୍ଷାର ଗୁଣବତା ଦିନକୁ ଦିନ ଖସି ଯାଉଛି । କାରଣ ପାର୍ଥୀଙ୍କ ପାଇଁ ଏହା ଶେଷ ବିକଳ୍ପ ରହୁଛି । ଏହା ପ୍ରଥମ ବିକଳ୍ପ ହେବା ଆବଶ୍ୟକ । ଏହା ପାର୍ଥୀଙ୍କର ନିଜସ୍ୱ ପସନ୍ଦ ରହିବା ଉଚିତ୍ ଅନ୍ୟ କୌଣସୀ ପାଠ୍ୟକ୍ରମର ବିକଳ୍ପ ନୁହେଁ । ଏହି ନିୟମ ଲାଗୁ ହେବା ପରେ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀରୁ ନାମ ଲେଖାଇ ପାରିବେ । ପୂର୍ବରୁ ସେମାନଙ୍କୁ ସ୍ନାତକ କରିବାକୁ ପଡୁଥିଲା । ମନ୍ତ୍ରୀ କହିଛନ୍ତି କି, ୧୫ରୁ ୨୦ ରାଜ୍ୟରେ ୫ମ ୮ମ କକ୍ଷା ପାଇଁ ପରୀକ୍ଷା ଆୟୋଜନ କରୁଛନ୍ତି । ଜାନୁଆରୀରେ ଏହି କକ୍ଷାରେ ଏବେ ଶିକ୍ଷା ଅଧିକାର ଅଧିନିୟମ ଆଧାରରେ ଡିଟେନଶନ ପଲିସି ଲାଗୁ ହେବ । ନିୟମ ଲାଗୁ ହେବା ପରେ ଏହାକୁ ଉଭୟ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରମାନେ କରି ପାରିବେ ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...