National/International

ମଧ୍ୟପ୍ରଦେଶରେ କଂଗ୍ରେସ ପାଳନ କରିବ ଅଟଳଙ୍କ ଜନ୍ମଦିନ

  •  
  • 2
  •  
  •  
  •  
  •  
  •  
    2
    Shares

ଭୋପାଳ : ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ ଶାସନ ଡୋର ଧରି କଂଗ୍ରେସ ଭାଜପାକୁ ଚେକ୍‌ ମେଟ୍‌ ଦେବା ଆରମ୍ଭ କରିଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ କମଲନାଥ ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ। ପୂର୍ବରୁ ଭାଜପା ଏହି ଦିନକୁ ସୁଶାସନ ଦିବସ ଭାବେ ପାଳନ କରୁଥିଲା। ଏବେ କମଲନାଥ ଭାଜପାକୁ ବ୍ୟାକ୍‌ଫୁଟକୁ ଆଣିବା ପାଇଁ ରାଜ୍ୟର ସମସ୍ତ କାର୍ଯ୍ୟାଳୟରେ ଡିସେମ୍ବର ୨୪କୁ ସୁଶାସନ ଶପଥ ଗ୍ରହଣ ଦିବସ ଭାବେ ପାଳନ କରିବାକୁ ଯୋଜନା କରିଛନ୍ତି। ଶପଥ ପରେ କର୍ମଚାରୀ ଅଟଳଙ୍କ ଜନ୍ମଦିନଠାରୁ ସୁଶାସନ ଆରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...