Home ଦେଶ-ବିଦେଶ ପୁଣି ଅନଶନରେ ବସିଲେ ଅନ୍ନା ହଜାରେ

ପୁଣି ଅନଶନରେ ବସିଲେ ଅନ୍ନା ହଜାରେ

ମୁମ୍ବାଇ: ବୁଧବାର ସକାଳୁ ମହାରାଷ୍ଟ୍ରର ଅହମେଦନଗର ଅନ୍ତର୍ଗତ ପୈତୃକ ଗାଁ ରାଲେଙ୍ଗା ଠାରେ ସାମାଜିକ କର୍ମୀ ଆନ୍ନା ହାଜାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅନଶନ ଆରମ୍ଭ କରିଛନ୍ତି। ଦୁର୍ନୀତି ବିରୋଧୀ ୮୧ ବର୍ଷିୟ ସାମାଜିକକର୍ମୀ ହାଜାରେ କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟମାନଙ୍କରେ ଗଠନ ଲାଗି ଦାବି କରି ଆସୁଛନ୍ତି।ହାଜାରେ କହିଛନ୍ତି କି, ଏଥର ଧର୍ମଘଟରେ ସେ କୌଣସି ରାଜନୈତିକ ନେତୃବୃନ୍ଦଙ୍କ ଯୋଗଦାନ ଚାହାନ୍ତି ନାହିଁ। ମଞ୍ଚରେ ଆମ ସହ କୌଣସି ରାଜନୈତିକ ନେତାଙ୍କୁ ଆମ ସହ ଦେଖିବାକୁ ଚାହୁଁ ନାହୁଁ। ଲୋକପାଳ କଟକଣା କରିବାକୁ ସେମାନେ ତିନି ଦିନ ମଧ୍ୟରେ ଆଉ ଏକ ଆଇନ୍‌ ପାସ୍‌ କରି ଏଥିରେ ରାଷ୍ଟ୍ରପତିଙ୍କ ଦସ୍ତଖତ ମଧ୍ୟ କରାଇ ନେଲେ। କିନ୍ତୁ ଲୋକପାଳ ନିଯୁକ୍ତି ନିମନ୍ତେ ୫ ବର୍ଷ ଧରି ସେମାନେ କିଛି କରି ନାହାନ୍ତି।

ଯଦି ଲୋକେ ପ୍ରମାଣ ଦେବେ ଲୋକପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ତଦନ୍ତ କରାଯାଇ ପାରିବ… ସେମିତି ଯଦି କେହି ସେମଙ୍କ ବିରୋଧରେ ପ୍ରମାଣ ଦିଅନ୍ତି ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକ ବିରୋଧରେ ମଧ୍ୟ ଲୋକାୟୁକ୍ତ ତଦନ୍ତ କରି ପାରିବେ। ସେଥିପାଇଁ ସେମାନେ ଏହା ଚାହୁଁ ନାହାନ୍ତି। କୌଣସି ଦଳ ଏହା ଚାହୁଁ ନାହିଁ। ୨୦୧୩ରେ ପାର୍ଲାମେଣ୍ଟ୍‌ରେ ଲୋକପାଳ ପାସ୍‌ ହୋଇଛି, କିନ୍ତୁ ସରକାର ଏ ପର୍ଯ୍ୟନ୍ତ ନିଯୁକ୍ତି ଦେଇ ନାହାନ୍ତି।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...