National/International

ଅମିତ ଶାହାଙ୍କୁ ହୋଇଛି ଏହି ରୋଗ, କଟକ କାର୍ଯ୍ୟକ୍ରମ ହେଲା ବାତିଲ୍

  •  
  • 1
  •  
  •  
  •  
  •  
  •  
    1
    Share

ନୂଆଦିଲ୍ଲୀ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସ୍ବାଇନ୍‌ ଫ୍ଲୁ ହୋଇଛି। ସେ ଏବେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଖୁବ୍‌ଶୀଘ୍ର ଭଲ ହେବା ନେଇ ଆଶା କରୁଥିବା ସେ ଟୁଇଟ୍‌ କରି ଜଣାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶାହଙ୍କ ଆସନ୍ତା ୧୮ରେ ଥିବା ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏନେଇ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...