Home ଦେଶ-ବିଦେଶ ଭାରତର ଉତ୍ତର ସୀମାରେ ୬୦ ହଜାର ଚୀନ ସୌନିକ ମୁତୟନ : ମାଇକ ପୋମ୍ପିଓ

ଭାରତର ଉତ୍ତର ସୀମାରେ ୬୦ ହଜାର ଚୀନ ସୌନିକ ମୁତୟନ : ମାଇକ ପୋମ୍ପିଓ

ମେଟ୍ରୋ ଟିଭି ବ୍ୟୁରୋ: ଭାରତର ଉତ୍ତର ସୀମାରେ ୬୦ ହଜାର ଚୀନ ସୌନିକ ମୁତୟନ ହୋଇଛନ୍ତି ବୋଲି ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଏକ କାର୍ଯ୍ୟକ୍ରମରେ କହିଛନ୍ତି । ସୂଚନା ମୁତାବିକ ଆମେରିକା , ଜାପାନ , ଭାରତ ଓ ଅଷ୍ଟ୍ରେଲିଆ ଉପରେ ଆଧାରିତ କ୍ୱାର୍ଡ ଦେଶର ବିଦେଶ ମନ୍ତ୍ରୀମାନଙ୍କୁ ନେଇ ମଙ୍ଗଳବାର ଦିନ ଟୋକିଓରେ ଏକ ବୌଠକ ଅନୁଷ୍ଟିତ ହୋଇଥିଲା । ଏହି ବୌଠକ ହିନ୍ଦ- ପ୍ରଶାନ୍ତ କ୍ଷେତ୍ର , ଦକ୍ଷିଣ ଚୀନ ସାଗର ଓ ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଆକ୍ରମଣାତ୍ମକ ସୌନ୍ୟ ଉତ୍ତେଜନାର ପୃଷ୍ଠଭୂମିକୁ ନେଇ ଆଲୋଚନା କରାଯାଇଥିଲା । ଏହି କ୍ୱାର୍ଡ ବୌଠକ ଶେଷ ହେବା ପରେ ମାଇକ ପୋମ୍ପିଓ ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ହୋଇଥିବା ଉତ୍ତେଜନାରେ ଭାରତ ସୀମାରେ କଡା ନଜର ରଖିଥିବା ନେଇ ଏହାର ଉତ୍ତର ସୀମାରେ ଚୀନ ୬୦ ହଜାର ସୌନିକ ମୁତୟନ କରିଛି ବୋଲି କହିଛନ୍ତିି । ସୂଚନା ଯୋଗ୍ୟ ଯେ ଏହି ବୌଠକ କରୋନା ମହାମାରୀ ଆରମ୍ଭ ହେବା ପରେ ବ୍ୟକ୍ତିଗତ ଉପସ୍ଥିତିରେ ଏହା ଥିଲା ପ୍ରଥମ ଆଲୋଚନା । ଭାରତ, ଆମେରିକା , ଜାପାନ ଓ ଅଷ୍ଟ୍ରେଲିଆ ଭଳି ୪ ବଡ ଗଣତନ୍ତ୍ର, ୪ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା, ୪ ରାଷ୍ଟ୍ରର ଏହି ପ୍ରାରୁପକୁ କ୍ୱାର୍ଡ କୁହାଯାଇଥାଏ ।

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...