National/International

ନେହେରୁଙ୍କ ଭୂମିକା ସମାପ୍ତ ନକରାଯାଉ

  •  
  •  
  •  
  •  
  •  
  •  
  •  

ସୂଚନାନୁଯାୟୀ, ମୋଦି ସରକାର ତିନି ମୂର୍ତି ଭବନ ଭିତରେ ଦେସର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ସଂଗ୍ରାହଳୟ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ମନମୋହନ କହିଛନ୍ତି କି, ଅଟଳ ବିହାରୀ ବାଜପେୟୀ ୬ବର୍ଷ କାର୍ଯ୍ୟକାଳ ମଧ୍ୟରେ ତିନି ମୂର୍ତି ଭବନରେ କୌଣସି ପରିବର୍ତନ କରି ନଥିଲେ । କିନ୍ତୁ ଦୁଃର୍ଭାଗ୍ୟବଶଃତ ବର୍ତମାନ ସରକାର ଆଜେଣ୍ଡା ପ୍ରସ୍ତୁତ କରୁଛନ୍ତି । ଏହି ପତ୍ରରେ ମନମୋହନ ଅଟଳଙ୍କ ଭାଷଣ ବିଷୟରେ ମଧ୍ୟ ଲେଖିଛନ୍ତି ଯେ, ଅଟଳ ନେହେରୁଙ୍କର ନିଧନ ସମୟରେ ଲୋକସଭାରେ ନେହେରୁଙ୍କର ମନଭରି ପ୍ରଶଂସା କରିଥିଲେ ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...