National/International

ମଦ୍ରାସା ଖୋଲିବ ଆର୍‌ଏସ୍‌ଏସ୍‌

  •  
  • 2
  •  
  •  
  •  
  •  
  •  
    2
    Shares

ଡେରାଡୁନ୍‌ : ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ପକ୍ଷରୁ ଉତ୍ତରାଖଣ୍ଡରେ ଅତ୍ୟାଧୁନିକ ମଦ୍ରାସା ଖୋଲାଯିବ। ସମ୍ପ୍ରତି ରାଜ୍ୟର ୨୦ ହଜାର ଛାତ୍ରୀଛାତ୍ର ୨୯୭ ମଦ୍ରାସାରେ ପାଠ ପଢୁଛନ୍ତି। ସେମାନଙ୍କୁ ଇସଲାମିକ୍‌ ଶିକ୍ଷା ସହିତ କମ୍ୟୁଟର ଏବଂ ବିଜ୍ଞାନ ସମ୍ପର୍କିତ ଶିକ୍ଷା ପ୍ରଦାନ ପାଇଁ ଆର୍‌ଏସ୍‌ଏସ୍‌ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଏସବୁ ମଦ୍ରାସା ଆର୍‌ଏସ୍‌ଏସ୍‌ର ସହଯୋଗୀ ଶାଖା ରାଷ୍ଟ୍ରୀୟ ମୁଲିମ୍‌ ମଞ୍ଚ ଦ୍ୱାରା ପରିଚାଳିତ ହେବ। ଏନେଇ ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇ ଦେବାର ସମ୍ଭାବନା ରହିଛି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...