Home ଦେଶ-ବିଦେଶ ପାଣିରେ ଚାଲିବ ମେଟ୍ରୋ ଟ୍ରେନ ; ୨୦ ମିନିଟ ସ୍ଥାନରେ ଲାଗିବ ୧ ମିନିଟ୍

ପାଣିରେ ଚାଲିବ ମେଟ୍ରୋ ଟ୍ରେନ ; ୨୦ ମିନିଟ ସ୍ଥାନରେ ଲାଗିବ ୧ ମିନିଟ୍

ମେଟ୍ରୋ ଟିଭି ବ୍ୟୁରୋ : ସାଧାରଣ ଲୋକଙ୍କ ପାଇଁ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଚଳିତ ମାସରେ କୋଲକତା ଠାରେ ବିଶ୍ୱସ୍ତରୀୟ ସୁବିଦା ବାଲା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ ଷ୍ଟେସନ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । ତେବେ ଏହି କରିଡରର ଲମ୍ବ ୧୬.୬ କିଲୋମିଟର ରହିଛି । ହୁଗୁଳି ନଦୀର ପଶ୍ଚିମ କୂଳରୁ ହାଓଡାର ପୂର୍ବ କୁଳ ସଲ୍ଟଲେକ ସିଟି ଯାଏ ଏହି କରିଡର ଯୋଡି ହୋଇଛି । ଏହା ହେଉଛି ପୂର୍ବ ପଶ୍ଚିମର ପ୍ରଥମ ଭୂତଳ ଷ୍ଟେସନ । ଏହି କରିଡରରେ ମେଟ୍ରୋଟ୍ରେନ ପ୍ରଥମେ ହୁଗୁଳୀ ନଦୀର ଉଚ୍ଚ ଜମି ଉପରୁ ଉହ୍ଲାଇ ୱାଟର ଟର୍ନେଲ ଦେଇ ଯାତାହୟ କରିବ । ତେବେ, କୋଲକତା ମେଟ୍ରୋରେ ଉତ୍ତର -ଦକ୍ଷିଣ ମେନ ଲାଇନରେ ଏମଜି ରୋଡ ମେଟ୍ରୋ ଷ୍ଟେସନ ଶେଷ ଭୂତଳ ଷ୍ଟେସନ ଥିଲା । ଯାହା ସେପ୍ଟମ୍ବର ୧୯୫୫ ରେ ଆରମ୍ଭ ହୋଇଥିଲା । ତେବେ ଉଦଘାଟନ ବେଳେ କେନ୍ଦମନ୍ତ୍ରୀ ପିୟୁଷ ଗୋଉଲ କହିଥିଲେ କି ୨୦୦୩ ସୁଦ୍ଧା ଇଷ୍ଟ-ୱେଷ୍ଟ ମେଟ୍ରୋ କରିଡରେ ପ୍ରତିଦିନ ୧୦ ଲକ୍ଷ ଲୋକ ଯାତାୟତ କରିବେ । ସେପଟେ ଏତିକି ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ୨୦ ମିନଟ ସମୟ ଲାଗୁଥିବା ବେଳେ ଏହା ଦ୍ୱାରା ଲୋକେ ଗୋଟିଏ ମିନିଟରେ ଅତିକ୍ରମ କରିପାରିବେ । ତେବେ ସଂପୂର୍ଣ୍ଣ ଭାବେ ଡିଜାଇ ହୋଇଥିବା କରିଡରରେ ୮ ଲକ୍ଷ ୭୫୭ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୧ ସୁଦ୍ଧା ଏହାର ଆକଳନ ଶେଷ ହେବ ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...