National/International

ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ପଢାଉଛନ୍ତି ସପ୍ତମ ଶ୍ରେଣୀ ଛାତ୍ର

  •  
  • 8
  •  
  •  
  •  
  •  
  •  
    8
    Shares
ହାଇଦ୍ରାବାଦ: ହାଇଦ୍ରାବାଦର ଏକ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ୧୧ ବର୍ଷୀୟ ଛାତ୍ର ମହମ୍ମଦ ହସନ ଅଲ୍ଲୀ ଏବେ ଇଞ୍ଜିନିୟରିଂ ଓ ସ୍ନାତକ ଛାତ୍ରୀଛାତ୍ରଙ୍କୁ ପାଠପଢାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଛାତ୍ର ଜଣକ ୨୦୨୦ ସୁଦ୍ଧା ପ୍ରାୟ ଏକ ହଜାର ଇଞ୍ଜିନିୟରିଂ ଛାତ୍ରଙ୍କୁ ପଢାଇବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ସେ ଏବେ ସବୁ ପିଲାଙ୍କୁ ମାଗଣାରେ ପଢାଉଛନ୍ତି। ସକାଳୁ ସ୍କୁଲ ଯାଇ ପ୍ରାୟ ୩ଟା ସୁଦ୍ଧା ଫେରିଆସିବା ପରେ ସେ ତାଙ୍କର ହୋମଓ୍ବାର୍କ ସାରି ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ଡିଜାଇନିଂ ଓ ଡ୍ରାଫଟିଂ ପଢାଇ ଥାଆନ୍ତି ବୋଲି ଗଣ ମାଧ୍ୟମକୁ କହିଛନ୍ତି।
  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...