Lifestyle

ପରିବାରରେ କ’ଣ ହେଲେ କ’ଣ ହୁଏ ?

  •  
  • 6
  •  
  •  
  •  
  •  
  •  
    6
    Shares

– ପରିବାରରେ ପ୍ରତ୍ୟହ କଳହ ଲାଗି ରହିଲେ ଲକ୍ଷ୍ମୀ ଛାଡି ଚାଲିଯାନ୍ତି ।
– ପରିବାର ମଧ୍ୟରେ ଶିଷ୍ଟାଚାର ନଥିଲେ ନାନାବିଧି ଅମଙ୍ଗଳ ଦେଖାଦିଏ ।
– ବଡସାନ ନମାନିଲେ ଦାରିଦ୍ର‌୍ୟତା ବଢେ । ବିଭିନ୍ନ ସମସ୍ୟା ଦେଖାଦିଏ ।
– ସ୍ୱାମୀ ସ୍ତ୍ରୀ ମଧ୍ୟରେ ବାକ୍ ଯୁଦ୍ଧ ଲାଗି ରହିଲେ ଲକ୍ଷ୍ମୀ ଅଶାନ୍ତି ହୁଅନ୍ତି । ଯେତେ ରୋଜଗାର କଲେ ବି ଅଣ୍ଟେ ନାହିଁ । ଅଶାନ୍ତି ଦେଖାଦିଏ । ଦାରିଦ୍ର‌୍ୟତା ବଢେ ।
– ଗୃହରେ ନିୟମିତ ଗୀତା, ଭାଗବତ, ପୁରାଣ ଶାସ୍ତ୍ରୀଦି ପାଠକଲେ ଗୃହରେ ଲକ୍ଷ୍ମୀ ବାସ କରନ୍ତି । ଫଳରେ ନାନାବିଧ ମଙ୍ଗଳ ହୁଏ । ସନ୍ତାନମାନଙ୍କର ମଙ୍ଗଳ ହୁଏ ।
– ଅତିଥି ସେବା କଲେ ଧନଧାନ୍ୟ ପ୍ରାପ୍ତି ହୁଏ । ସର୍ବଦେବଦେବୀଙ୍କ ଆଶୀର୍ବାଦ ମିଳେ ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...