Lifestyle

ପୁଅ-ଝିଅଙ୍କ “ରୋମାଣ୍ଟିକ’ ଶୋଇବାରୁ ଜାଣିହେବ

  •  
  • 10
  •  
  •  
  •  
  •  
  •  
    10
    Shares

-ପୁଅ-ଝିଅଙ୍କ ଶୋଇବା ଢଙ୍ଗରୁ ତା’ର ବ୍ୟକ୍ତିତ୍ୱ ଜଣାପଡିବା ତ ପୁରୁଣା କଥା, ତେବେ ମଣିଷ କେତେ ରୋମାଣ୍ଟିକ ଏବଂ ସାଥୀ ପ୍ରତି ତା’ର କେତେ ଆବେଗ ରହିଛି ତାହା ଭଲଭାବେ ଜଣାଇପାରେ ଶୋଇବା ଶୈଳୀ । ଏକଥା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଗବେଷକମାନଙ୍କ ମତାନୁସାରେ, ଯଦି ଆପଣ ଏବଂପାର୍ଟନର ପରସ୍ପରକୁ ପିଠି କରି ଶୋଉଥାନ୍ତି, ତେବେ ଆପଣ ଦୁହିଁଙ୍କୁ ନିଜ ସଂପର୍କ ପ୍ରତି ଅଧିକ ଯତ୍ନଶୀଳ ହେବା ଆବଶ୍ୟକ । କିନ୍ତୁ ମହିଳା ଯଦି ପୁରୁଷ ପାର୍ଟନରଙ୍କ ଆଡକୁ ପିଠି କରି ଶୋଉଥାନ୍ତି, ତେବେ ଏହା ଦର୍ଶାଏ ଯେ, ଉଭୟେ ପାରଂପରିକ ଚିନ୍ତାଧାରାବିଶିଷ୍ଟ । ହେଲେ ପୁରୁଷ ସାଥୀ ସଂପର୍କକୁ ନେଇ ଅଧିକ ଯତ୍ନଶୀଳ ତଥା ଏ ନେଇ ସମସ୍ତ ଦାୟିତ୍ୱ ଭଲଭାବେ ନିର୍ବାହ କରୁଛନ୍ତି ।
-ପରସ୍ପରର ଖୁବ୍ ନିକଟତର ଥିବା ଦମ୍ପତିଙ୍କ ଶୋଇବା ଶୈଳୀ ମଧ୍ୟ ଖୁବ୍ ରୋମାଣ୍ଟିକ ହୋଇଥାଏ । ପରସ୍ପର ଉପରେ ହାତ ରଖି ଶୋଇବା ଭଳି ପୋଜିସନରୁ ଜଣାଯାଏ ଯେ, ଉଭୟେ ଉଭୟଙ୍କ ପ୍ରତି ବେଶ୍ ଯତ୍ନଶୀଳ ଏବଂ ପରସ୍ପରକୁ ଖୁବ୍ ସମର୍ଥନ ଦେଇଥାନ୍ତି ।

  •  
    10
    Shares
  •  
  • 10
  •  
  •  
  •  
  •  
Loading...

Join The Discussion

Loading...