Lifestyle

କ’ଣ କରିବେ ସେକ୍ସ ଲାଇଫରେ

  •  
  • 6
  •  
  •  
  •  
  •  
  •  
    6
    Shares

ଶାରୀରିକ ସ୍ନେହ ନିତାନ୍ତ ଆବଶ୍ୟକ । ଯଦି ଆପଣ ଚିନ୍ତାରେ ପଡିଛନ୍ତି ବା ଥକି ଯାଇଛନ୍ତି ସେ ସମୟରେ ଶାରୀରିକ ସ୍ନେହ ଆବଶ୍ୟକ ।
ଭଲ ସେକ୍ସ ଲାଇଫ୍ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ଜରୁରୀ ।
ପ୍ରତିଦିନ ବ୍ୟାୟାମ କରନ୍ତୁ । ଏହା ଶରୀରକୁ ସୁସ୍ଥ ରଖିବା ସହ ମନ ଭଲ ରଖିଥାଏ, ଯାହା ସେକ୍ସ ଲାଇଫ୍ ଉପରେ ସୁପ୍ରଭାବ ପକାଏ ।
ସେକ୍ସ ଲାଇଫରେ ରୋମାଣ୍ଟିକ ହେବା ଦରକାର ।
ଯୋ÷÷ନ ସଂପର୍କରେ ବାଧା ସୃଷ୍ଟି କରିବାରେ ଆଲକୋହଲ, ସିଗାରେଟ ଏକ ପ୍ରମୁଖ କାରଣ । ଏହା ସେକ୍ସର ଦକ୍ଷତାକୁ ହ୍ରାସ କରିଥାଏ । ତେଣୁ ଏଥିରୁ ଯଥା-ସମ୍ଭବ ଦୂରେଇ ରୁଖନ୍ତୁ ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...