Lifestyle

ବିରହ ଦୁଃଖ ଲାଘବ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

  •  
  • 2
  •  
  •  
  •  
  •  
  •  
    2
    Shares

ଲିଟେଲ୍‌ ଥେରାପି  ବିରହ ଦୁଃଖ ଲାଘବ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମନଦୁଃଖ ଥିଲେ କିଛି ସମୟ ପାଇଁ ବାହାରେ ବୁଲି ଦୋକାନ ବଜାରରେ ଜିନିଷ କିଣିଲେ ମନ ହାଲକା ଲାଗେ ବୋଲି ଗବେଷକ କହିଥାନ୍ତି। ସେହିପରି ବିରହ ଦୁଃଖ ପାଇଁ ଏହା ଏକ ସଫଳ ଚିକିତ୍ସା ପାଲଟିଥାଏ। ପ୍ରେମରେ ଅସଫଳ ହୋଇଥିବା ବ୍ୟକ୍ତି ଓ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏହା ମହୋଷଧୀ ସଦୃଶ କାମ କରେ। ଦୋକାନ ବଜାରରେ ଜିନିଷ କିଣିବା ସମୟରେ କଥାବାର୍ତ୍ତା ଦ୍ୱାରା ମନକୁ ଅନ୍ୟ କାର୍ଯ୍ୟରେ ଲଗାଯାଇ ପାରିଥାଏ। ଫଳରେ ପୁରୁଣା ଦୁଃଖ ତଥା ଚିନ୍ତା ମନରୁ ଯାଇଥାଏ ଦୂରେଇ । ଏହାଯୋଗୁ ଭାରାକ୍ରାନ୍ତ ମନ ହାଲକା ହୁଏ। ତେବେ ମନଦୁଃଖ ଥିବା ବେଳେ ରିଟେଲ୍‌ ଥେରାପି ସମୟରେ ଟଙ୍କାପଇସା କାରବାର ପ୍ରତି ଯଥେଷ୍ଟ ସଚେତନ ହେବାର ଆବଶ୍ୟକତା ରହିଛି। ମନଦୁଃଖ ଥିବାରୁ ଟଙ୍କାପଇସା ହିସାବରେ ଭୁଲ ଭଟକା ହେବାର ଆଶଙ୍କା ଅଧିକ ରହିଥାଏ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...