Lifestyle

ଗର୍ଭବତୀ ନାରୀ କ’ଣ ନ କରିବା ଉଚିତ୍

  •  
  • 4
  •  
  •  
  •  
  •  
  •  
    4
    Shares

– ଗର୍ଭବତୀ ନାରୀ ଅଧିକ ଶୋଇଲେ ତାହାର ସନ୍ତାନ ଅଧିକ ଶୋଇଥାଏ ।
– ଗର୍ଭବତୀ ନାରୀ ଚକ୍ଷୁରେ ଅଞ୍ଜନ ଲଗାଇଲେ ସନ୍ତାନର ଦୃଷ୍ଟିଶକ୍ତି କ୍ଷୀଣ ଓ ରୋଦନ କଲେ ବିକୃତ ଦୃଷ୍ଟି ହୁଏ ।
– ଗର୍ଭବତୀ ଶରୀରରେ ତୈଳ ମର୍ଦ୍ଦନ କଲେ ସନ୍ତାନ ରୋଗୀ ହୁଏ ।
– ଗର୍ଭବତୀ ନାରୀ ନଖ ଛେଦନ କଲେ ସନ୍ତାନକୁ ନଖି ହୋଇଥାଏ ।
-ଗଭ୍ୱତୀ ନାରୀ କୌଣସି ରୋଗୀ ବିଶେଷ କରି ସଂକ୍ରାମକ ରୋଗୀ ନିକଟରେ ବେଶୀ ସମୟ କାଟିବା ଉଚିତ୍ ନୁହେଁ ସେମାନଙ୍କ ଠାରୁ କୌଣସି ଖାଦ୍ୟ ଗ୍ରହଣ କରିବ ନାହିଁ ।
– ଗର୍ଭବତୀ ନାରୀ ଅତିଶୟ ଉଚ୍ଚ ଶବ୍ଦ ଶ୍ରବଣ କଲେ ସନ୍ତାନ ବଧୀର ହୋଇଥାଏ ।
– ଗର୍ଭବତୀ ନାରୀ ଉଚ୍ଚ ସ୍ୱରରେ ହସିବା ମଧ୍ୟ ଉଚିତ୍ ନୁହେଁ ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...