Lifestyle

ବିବାହିତ ପୁରୁଷ କେଉଁ କାମ କଲେ କ’ଣ ହୁଏ ?

  •  
  • 5
  •  
  •  
  •  
  •  
  •  
    5
    Shares

– ଯେଉଁ ଲୋକର ସ୍ତ୍ରୀ ଥାଇ ପର ସ୍ତ୍ରୀକୁ ରମଣ କରେ ତା’ର ସ୍ତ୍ରୀ ଦୁଶ୍ଚରିତ୍ରା ହୁଏ ।
– ଯେଉଁ ଲୋକ ନିଜସ୍ତ୍ରୀ ଏବଂ ପରସ୍ତ୍ରୀ ପ୍ରତି ଅତ୍ୟାଚାର କରେ ତା’ର ପୁରୁଷତ୍ୱ ନଷ୍ଟ ହୁଏ ।
– ଯେଉଁ ପୁରୁଷ ଅନ୍ୟଠାରେ ନିଜ ପତ୍ନୀର ନିନ୍ଦାକରେ ସେ ଅର୍ଥହାନୀ ହୋଇ ନାନାବିଧ କଷ୍ଟ ପାଏ ।
-ଯେଉଁ ପୁରୁଷ ବିବାହ ପରେ କୁଳଧର୍ମ ରକ୍ଷାକରି କାର୍ଯ୍ୟକରେ ତା’ପ୍ରତି ସମସ୍ତଙ୍କ ଆଶୀର୍ବାଦ ରହେ । ପୂର୍ବପୁରୁଷ ତାକୁ ଆଶୀର୍ବାଦ କରନ୍ତି । ସର୍ବଦେବ ଦେବୀ ଅଭୟ ବର ପ୍ରଦାନ କରନ୍ତି ।
– ଯେଉଁ ପୁରୁଷ ବାରମ୍ବାର ସ୍ତ୍ରୀ ସଙ୍ଗ କରେ ତାହାର ଓଜଃବଳ କ୍ଷୟ ହୁଏ ।
– ଯେଉଁ ପୁରୁଷ ବିନା କାରଣରେ ସନ୍ତାନକୁ, ପତ୍ନୀକୁ ହଇରାଣ କରେ ସେ ଜନ୍ମ ଜନ୍ମକୁ ନଂପୁସକ ହୋଇ ଜନ୍ମ ହୁଏ ।
– ଯେଉଁ ପୁରୁଷ ନାରୀ ବା କନ୍ୟା ଦେଖିଲେ ମଧୁର କଥା କହି ତା’ ପାଖେ ପାଖେ ରହିବାକୁ ବା ଆଳାପ କରିବାକୁ ଚାହେଁ ତା’ର ନାନାବିଧ ଅନିଷ୍ଠ ଘଟେ । ଦେହାନ୍ତେ ମାଇଚିଆ ହୋଇ ଜନ୍ମହୁଏ ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...