Lifestyle

ଗୁରୁବାରରେ ମା ଲକ୍ଷ୍ମୀଙ୍କୁ କେମିତି ଉପାସନା କଲେ ଆର୍ଥିକ ସମସ୍ୟା ଦେଖାଯାଏ?

  •  
  • 72
  •  
  •  
  •  
  •  
  •  
    72
    Shares

ହିନ୍ଦୁ ଧର୍ମରେ ଗୁରୁବାର ମା ଲକ୍ଷ୍ମୀଙ୍କ ପବିତ୍ର ବାର ମାନି ପୂଜା କରାଯାଏ । ଆଜ ଦିନରେ ଘରକୁ ସଫା କରି ନୂଆ କପଡା ପିନ୍ଧି ମା ଲକ୍ଷ୍ମୀ ଫଟୋ ସମ୍ମୁଖରେ ଛିଡା ହୋଇ ଶ୍ରୀ ଶୁକ୍ତର ପାଠ କରି ସାରିବା ପରେ ପୁଷ୍ପ ଅର୍ପଣ କରନ୍ତୁ। ଯେଉଁ ମାନଙ୍କୁ ସନ୍ତାନର ଅଭିଳାଷ ଅଛି, ସେମାନଙ୍କୁ ମାତା ଭଜଲକ୍ଷ୍ମୀଙ୍କର ଉପାସନା କରିବା ଆବଶ୍ୟକ । ଏହା ଦ୍ୱାରା ସନ୍ତାନ ଓ ସଂପତ୍ତି ପ୍ରାପ୍ତି ହୋଇଥାଏ ।

ଆଜି କୌଣସି ଶୁଭ କାମ କରିବାକୁ ବାହାରକୁ ଯାଉଛନ୍ତି ତା’ହେଲେ ଦହି ଚିନି ଖାଇବାକୁ ନ ଭୁଲନ୍ତୁ । ଯଦି କାମ ଠିକ୍‌ ଭାବରେ ନ ହେଉଛି ତେବେ କଳା ପିମ୍ପୁଡିକୁ ଚିନି ଦିଅନ୍ତୁ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବୃହସ୍ପତିଙ୍କ ପ୍ରବେଶକୁ ଅନୁକୂଳ ରଖିବା ପାଇଁ ଓ ଆର୍ଥିକ ସମସ୍ୟାକୁ ସୁଦୃଢ କରିବା ପାଇଁ ଖାସ କରି ଏମିତି କାମ କରିବା ଉଚିତ ନୁହେଁ।

Loading...

ଜାଣିବା ଆଜି ଦିନରେ କେଉଁ କାମ କରିବା ନାହିଁ।
ଗୁରୁବାର ଦିନ ନଖ ଓ କେଶ ବୁଲକୁଲ କାଟିବା ମନା। ଘର ସଫା କରନ୍ତୁ କିନ୍ତୁ ପୋଷାକ ପତ୍ର ସଫା କରନ୍ତୁ ନାହିଁ।
ଘରେ ଖେଚୁଡ଼ି ତିଆରି କିମ୍ବା ଖାଆନ୍ତୁ ନାହିଁ।

  •  
    72
    Shares
  •  
  • 72
  •  
  •  
  •  
  •  
Loading...

Join The Discussion

Loading...