Lifestyle

ହାତରୁ ଟଙ୍କା ଖସି ପଡ଼ିବାକୁ କାହିଁକି ଅଶୁଭ ମାନାଯାଏ?

  •  
  • 87
  •  
  •  
  •  
  •  
  •  
    87
    Shares

ଏମିତି ଦେଖିବାକୁ ମିଳେ କାହାକୁ ଟଙ୍କା ଦେବା ସମୟରେ ହାତରୁ ଟଙ୍କା ଖସି ପଡିଥାଏ। ଲୋକ ଏହାକୁ ଅଶୁଭ ବୋଲି ମାନନ୍ତି। ସେଥିପାଇଁ ଖସି ପଡିଥିବା ଟଙ୍କାକୁ ଭଗବାନଙ୍କୁ ସ୍ମରଣ କରି ମୁଣ୍ଡରେ ଲଗାଇ ଲୋକ ରଖନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାହାକୁ ଟଙ୍କା ଦେବା ସମୟରେ ଅଚାନକ କିମ୍ବା ଅଜାଣତରେ ହାତରୁ ଟଙ୍କା ଖସି ପଡିବା ଅଶୁଭ ନୁହେଁ ଏହା ଅତ୍ୟନ୍ତ ଶୁଭ ଅଟେ। ଜାଣିବା କେଉଁ କେଉଁ ପରିସ୍ଥିତିରେ ଟଙ୍କା ଖସିବା ଶୁଭ ଅଟେ।

ଯଦି ପକେଟରୁ ଟଙ୍କା ବାହାର କରିବା ସମୟରେ ଅଜାଣତରେ ଟଙ୍କା ଖସି ପଡେ, ତେବେ ଏହା ଆପଣଙ୍କୁ ଶୁଭ ସଙ୍କେତ ହୋଇଥାଏ। ଏମିତି ହେବା ଦ୍ୱାରା ଆପଣଙ୍କୁ ଉଧାର କିମ୍ବା ବାକିଥିବା ଟଙ୍କା ମିଳିବ। ଏହି ସଂକେତ ମଧ୍ୟ ଆପଣଙ୍କର ଅତିରିକ୍ତ ଆୟର ସୂଚନା ଦେଇଥାଏ। ଜାଣି ଜାଣି କଲେ ଅତ୍ୟନ୍ତ ଅଶୁଭ ହୋଇଥାଏ।

Loading...

ବେଳେବେଳେ ପୋଷାକ ପିନ୍ଧିବା ସମୟରେ ପୋଷାକରେ ଥିବା ଟଙ୍କା ଅଜାଣତରେ ଖସିପଡେ। ଏହା ଶୁଭ ଅଟେ।

  •  
    87
    Shares
  •  
  • 87
  •  
  •  
  •  
  •  
Loading...

Join The Discussion

Loading...