Lifestyle

ମୃତ୍ୟୁପରେ ବ୍ୟକ୍ତିର ଆତ୍ମା ଯମଲୋକରେ କେତେ ସମୟ ରହିଥାଏ?

  •  
  • 100
  •  
  •  
  •  
  •  
  •  
    100
    Shares

ମଣିଷ ମୃତ୍ୟୁର ସମସ୍ତ କଥା ଗରୁଡ ପୁରାଣରେ ଲେଖା ଯାଇଛି। ଏହି ପୁରାଣ ମଧ୍ୟ କହା ଯାଇଛି ଯେତେବେଳେ ମଣିଷର ମୃତ୍ୟୁ ହୁଏ ଯମଦୂତ ମାନେ ଆତ୍ମାକୁ ଯମଲୋକ ନେଇ ଯାଆନ୍ତି। ଯମଲୋକ ଗଲାପରେ ମଣିଷ ନିଜ କ୍ରମ ଅନୁସାରେ ତାର ଫଳ ପାଏ।

ଶାସ୍ତ୍ରରେ କୁହାଯାଇଛି ଯେଉଁ ମଣିଷ ଜୀବନରେ ପୁଣ୍ୟ କରେ ତାର ପ୍ରାଣବାୟୁ ଯିବା ସମୟରେ କୌଣସି ପ୍ରକାର କଷ୍ଟ ଅନୁଭବ ହୋଇନଥାଏ। କିନ୍ତୁ ପାପୀମାନଙ୍କ ପ୍ରାଣବାୟୁ ଯିବା ସମୟରେ ଅନେକ କଷ୍ଟ ହେବା ସହ ମୃତ୍ୟୁ ସହଜରେ ହୋଇ ନଥାଏ। ମୃତ୍ୟୁହେବା ପରେ ଆତ୍ମା ମାତ୍ର ଗୋଟିଏ ଦିନ ଯମଲୋକରେ ରହିଥାଏ। ଏହି ସମୟରେ ଆତ୍ମାର ପାପ ଓ ପୁଣ୍ୟ ବିଚାର କରାଯାଇଥାଏ । ବିଚାର ସାରିବାପରେ ଆତ୍ମା ମୃତ୍ୟୁସ୍ଥାନକୁ ଫେରି ଆସିଥାଏ ବୋଲି ମଧ୍ୟ ଲେଖାଯାଇଛି । ଶୁଦ୍ଧକ୍ରିୟା ସରିବା ପରେ ଆତ୍ମାକୁ ଯମଲୋକକୁ ନିଆଯାଇ ଥାଏ।

Loading...
  •  
    100
    Shares
  •  
  • 100
  •  
  •  
  •  
  •  
Loading...

Join The Discussion

Loading...