Lifestyle

ହସିବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଜାଣନ୍ତୁ

  •  
  • 2
  •  
  •  
  •  
  •  
  •  
    2
    Shares

-ହସିବା ପୁଅ-ଝିଅଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ମନଖୋଲି ହସିଲେ ଶରୀରରେ ଉତ୍ସାହ ଏବଂ ସ୍ଫୁର୍ତ୍ତି ସଞ୍ଚାର ହୋଇଥାଏ ।
– ଖୋଲା ହସ ହସିବା ଦ୍ୱାରା ସାଧାରଣରୁ ୬ଗୁଣ ଅଧିକ ଅମ୍ଳଜାନ ମିଳିଥାଏ ।
– ବିଶେଷ କରି ଅବସାଦଗ୍ରସ୍ତ ଲୋକଙ୍କ ପାଇଁ ଏବଂ ପୁଅ-ଝିଅଙ୍କ ହସିବା ଏକ ଭଲ ଅଭ୍ୟାସ । ହସିଲେ ମସ୍ତିଷ୍କକୁ ସଂକେତ ମିଳେ ଯେ ଆପଣ ଖୁସି ଅଛନ୍ତି ଏବଂ ଏହା ମସ୍ତିଷ୍କକୁ ଶାନ୍ତ ତଥ ଷ୍ଟ୍ରେସମୁକ୍ତ ରଖେ ।
-ହସିବା ଦ୍ୱାରା ରକ୍ତଚାପ ଠିକ୍ ରହିବା ସହିତ ରକ୍ତ ସଞ୍ଚାଳନ ବଢିଯାଏ ।
– ଖୁସି ରହି ହସିବା ଦ୍ୱାରା ରାଗ ବି ଶାନ୍ତ ହୁଏ । ଟେନସନରୁ ମୁକ୍ତି ମିଳେ ଏବଂ ସମସ୍ୟା ଆପେ କମିଯାଏ ।
– ହସିଲେ ମନକୁ ସକାରାତ୍ମକ ଚିନ୍ତା ଆସେ । ଫଳରେ ସଠିକ୍ ଭାବେ ସମସ୍ୟାର ମୁକାବିଲା କରିପାରନ୍ତି ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...