Lifestyle

ଜୀବନରେ ଖରାପ ସମୟ ଆସିବା ପୂର୍ବରୁ ଏମିତି କିଛି ସଙ୍କେତ ଦିଅନ୍ତି ଭଗବାନ

  •  
  • 140
  •  
  •  
  •  
  •  
  •  
    140
    Shares

ଭଗବାନ କୌଣସି ସମୟରେ କାହାର ଅମଙ୍ଗଳ ଚାହାଁନ୍ତି ନାହିଁ ତେଣୁ ସବୁ ସୁବିଧା ଅସୁବିଧା ସମୟରେ ମଣିଷ ପାଖରେ ଠିଆ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଜାଣିବା ଜୀବନରେ କିଛି ବିପଦ ଆସିବା ଆଗରୁ ଭଗବାନ ଏମିତି କିଛି ସଙ୍କେତ ଦେଇଥାନ୍ତି ।

ଜାଣିବା ସହି ସଙ୍କେତ ଗୁଡିକ କଣ ?
ସକାଳୁ ଘରୁ ବାହାରିଲା ବେଳ ଯଦି କେହି ଝଗଡା କରିଥିବାର ଦେଖନ୍ତି ତେବେ ଦିନରେ ଆପଣଙ୍କର କାହା ସହିତ କଳହ ହୋଇପାରେ ।
ପୂଜା କରିବା ସମୟରେ ଯଦି ହାତରୁ ପୂଜା ଥାଳି ଖସିପଡୁଛି ତେବେ ଜାଣିବା ଆବଶ୍ୟକ ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । ପୂଜାପାଠ କରି ଭଗବାନଙ୍କୁ ଶାନ୍ତି କରନ୍ତୁ।

Loading...

ବିବାହିତ ମହିଳା ସିନ୍ଦୁର ଲଗେଇବା ସମୟରେ ଯଦି ସିନ୍ଦୁର ଫରୁଆ ତଳେ ପଡ଼ିଯାଏ ତେବେ ସ୍ୱାମୀଙ୍କ ବ୍ୟବସାୟରେ କ୍ଷତି ହୋଇପାରେ ।
ଯଦି କେବେ କ୍ଷୀର ଗରମ କଲାବେଳେ ଯଦି ଛିଡିଯାଏ ତେବେ ଜାଣିବେ ଘରେ ଝଗଡା ହେଇପାରେ । ଏହା ସହିତ ଗୃହରେ ରୋଗର ବାତାବରଣ ସୃଷ୍ଟି ହେବ।

ବାରମ୍ବାର ଖରାପ ସ୍ୱପ୍ନ ଆସିଲେ, ସତର୍କ ହେଇଯାଆନ୍ତୁ। ଏହାଦ୍ୱାରା ଆପଣଙ୍କ ଚିନ୍ତା ବଢିବା ସହିତ ଆର୍ଥିକ ସ୍ଥିତି ଖରାପ ହୋଇପାରେ।
ବିରାଡ଼ିର ଅଜବ ଶବ୍ଦ ଶୁଣିଲେ, ବୁଝିବେ ଆପଣଙ୍କ ପାଖ ପାଖି କୌଣସି ନକାରାତ୍ମକ ଶକ୍ତି ଅଛି । ଏହାଦ୍ୱାରା ଜୀବନରେ ଖରାପ ପ୍ରଭାବ ପକେଇଥାଏ ।
ଯଦି ଖାଇବା ସମୟରେ ପ୍ରଥମ ଗୁଣ୍ଡା ନେଲା ବେଳେ ଖାଇବା ଖରାପ ଲାଗେ ତେବେ ବୁଝିବେ ବନ୍ଧୁବାନ୍ଧବଙ୍କ ନିକଟରୁ ଖରାପ ସମ୍ବାଦ ଆସିବ।
ସବୁ କ୍ଷେତ୍ରରେ ସତର୍କ ରୁହନ୍ତୁ ଖୁସି ରହିବେ ।

  •  
    140
    Shares
  •  
  • 140
  •  
  •  
  •  
  •  
Loading...

Join The Discussion

Loading...