Lifestyle

ମାତ୍ରାଧିକ ପାଣି କିଡନୀ ପାଇଁ କ୍ଷତିକାରକ

  •  
  • 1
  •  
  •  
  •  
  •  
  •  
    1
    Share

ଦେଶର ଜଣାଶୁଣା ନେଫ୍ରୋଲୋଜି ବିଶେଷଜ୍ଞଙ୍କ ମତରେ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡନୀ ପାଇଁ କ୍ଷତିକାରକ ହୋଇଥାଏ । ଚିକିତ୍ସକମାନେ କିଡନୀ ରୋଗରୁ ରକ୍ଷା ପାଇବା ନିମନ୍ତେ ଫାଷ୍ଟ ଫୁଡ୍ ଓ ଯନ୍ତ୍ରଣା ନିବାରଣ ପାଇଁ ପରାମର୍ଶ ଦେଇଥାନ୍ତି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନା÷÷ ସ୍ଥିତ ସଞ୍ଜୟ ଗାନ୍ଧି ସ୍ନାତକୋତ୍ତର ସଂସ୍ଥା (ଏସ୍ଜିପିଜିଆଇ)ରେ ସଂପନ୍ନ ଏକ କାର୍ଯ୍ୟାଶ।।ଳାରେ ସାମିଲ ହୋଇଥିବା ନେଫ୍ରୋଲୋଜି ବିଶେଷଜ୍ଞ କହିଛନ୍ତି ଯେ ସାଧାରଣ ଭାବେ ଲୋକମାନଙ୍କର ଧାରଣା ଏହି କି ଯେ ଯେତେ ଅଧିକ ପାଣି ପିଇବ କିଡନୀ ସେତେ ସୁସ୍ଥ ରହିବ କିନ୍ତୁ ଏପରି କିଛି ବି ନୁହେଁ । ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡନୀ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେଣୁ ସେ କହିଛନ୍ତି କିଡନୀ ରୋଗରୁ ରକ୍ଷା ପାଇବା ପାଇଁ ଜଣେ ସୁସ୍ଥ ବ୍ୟକ୍ତିକୁ ପ୍ରତିଦିନ ଅତିକମରେ ପାଞ୍ଚ ଗ୍ରାମ ଲୁଣ ଖାଇବା ଆବଶ୍ୟକ । ଯେଉଁଠିକି ରକ୍ତଚାପ ଗ୍ରସ୍ତମାନ ୨ ଗ୍ରାମ ଲୁଣ ଖାଇବା ଆବଶ୍ୟକ । ଏହାଛଡା ବ୍ୟକ୍ତି ପ୍ରତିଦିନ ଖାଦ୍ୟରେ ୬୦ ପ୍ରତିଶତ ପ୍ରୋଟିମ୍ ସାମିଲ କରିବା ଦରକାର ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...