Lifestyle

ଆଖିରୁ ମହିଳାଙ୍କୁ ଚିହ୍ନନ୍ତୁ

  •  
  • 2
  •  
  •  
  •  
  •  
  •  
    2
    Shares

– ବଡବଡ, ବ୍ୟଗ୍ର, ଚମକ ଓ ଗଭୀର ତଥା ଢଳ ଢଳ ଆଖି ଥିବା ମହିଳାମାନେ ଭାଗ୍ୟଶାଳୀ ହେବା ସହିତ ଏହି ମହିଳାମାନଙ୍କ ନିକଟରେଦୃଢ ନେତୃତ୍ୱ ନେବାର ଦକ୍ଷତା ଥାଏ ।
– ଛୋଟ, ସ୍ଲେଟି ରଙ୍ଗ, ଗୋଲ ଗୋଲ ବା ପାରା ଭଳି କୁନି କୁନି ଆଖି ଯେଉଁ ମହିଳାମାନଙ୍କର ଥାଏ ସେମାନେ ଖୁବ୍ ଚତୁର । ମାତ୍ର ଜୀବନରେ କଷ୍ଟ କରି ଆଗେଇବାକୁ ଚାହାନ୍ତି ନାହିଁ ।
– ନାଲିଆଖି ବିଶିଷ୍ଟ ମହିଳାମାନେ ମିଛୁଆ ଓ ନିଷ୍ଠୁର ହୋଇଥାନ୍ତି ।
– ଆଖିର ଗଠନ ବଡ ଓ ଲମ୍ବ ଟାଣିବା ଭଳି ହୋଇଥିଲେ, ତାହା ମହିଳାଙ୍କ ପାରଦର୍ଶିତାକୁ ଦର୍ଶାଇଥାଏ । ଏହି ମହିଳାମାନେ ସମାଜରେ ଲୋକପ୍ରିୟ ହୋଇଥାନ୍ତି ।
– ଗୋଲ ଗୋଲ ଓ କଳା ଡୋଳା ଆଖି ରହିଛି ଯେଉଁମାନଙ୍କର, ସେଇ ମହିଳାମାନେ ବହୁତ ସେକ୍ସି ହୋଇଥାନ୍ତି ।
– ସେହିପରି ନିଦୁଆ ନିଦୁଆ ଦିଶୁଥିବା ଆଖିର ମହିଳାମାନେ ଚରିତ୍ରହୀନ ହୋଇଥାନ୍ତି ଓ ବିପରୀତ ଯୋ÷÷ନତା ଆଡେ ଖୁବ୍ ଜଲଦି ଆକର୍ଷିତ ହୋଇଥାନ୍ତି ।
– ସବୁବେଳେ ରୋଗରେ ରହୁଥିବା ମହିଳାଙ୍କ ଲକ୍ଷଣ ମଧ୍ୟ ଆଖିରୁ ଜଣାପଡିଥାଏ । ସାଧାରଣତଃ ଏମାନଙ୍କ ଆଖି ହଳଦିଆ ଦିଶୁଥାଏ ଓ ଆଖି ପତାରେ ହାଲକା ଲୋମ ଥାଏ ।
– ସୁନ୍ଦର ଗଠନ ସହିତ କଳା ଲମ୍ବା ଲମ୍ବା ପତା ଓ ଡୋଳା ପକାଉଥିବା ମହିଳାମାନେ ସୌଭାଗ୍ୟବତୀ ବୋଲି କୁହାଯାଏ ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...