Lifestyle

କେଉଁ ଯୋଗ କଲେ କି ଫଳ ମିଳେ ?

  •  
  • 2
  •  
  •  
  •  
  •  
  •  
    2
    Shares

– ନିୟମିତ ପ୍ରାଣାୟମ କଲେ ମନୁଷ୍ୟ ଦୀର୍ଘାୟୁ ହୁଏ ।
– ମେରୁଦଣ୍ଡାସନ କଲେ ପେଟ ରୋଗ ଭଲ ହୁଏ । ମେରୁଦଣ୍ଡ ଶକ୍ତିଶାଳୀ ହୁଏ । ଶରୀର ସୁସ୍ଥ ଓ ନୀରୋଗ ରହେ ।
– ମକରାସନ କଲେ ପେଟର ମେଦ କମେ । ଅଣ୍ଟା ବ୍ୟଥା ଦୂର ହୁଏ ।
-ଧନୁରାସନ କରିବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ହୁଏ । ଛାତି ଓ ଅଣ୍ଟାର ଶକ୍ତି ବୃଦ୍ଧି ହୁଏ । ଯକୃତ ରୋଗ ନାଶ ହୁଏ ଓ କୋ,୍ଠକାଠିନ୍ୟ ଦୂର ହୁଏ ।
– ସୂର୍ଯ୍ୟାସନ କଲେ ଶରୀର ବଳିଷ୍ଠ, ସରସ ଓ ସୁନ୍ଦର ରହେ । ସ୍ମରଣ ଶକ୍ତି ବୃଦ୍ଧି ହୁଏ ।
– କପୋତାସନ କରିବା ଦ୍ୱାରା ହୃଦୟ ଓ ଫୁସଫୁସ୍ ସବଳ ରହେ । ମନ ସ୍ଥିର ରହେ । ଶିରା ପ୍ରଶିରା କାର୍ଯ୍ୟଶୀଳ ହୁଏ ।
– ଜାନୁଶିରାସନ କଲେ ଗୋଡ ମଜଭୁତ ରହେ ।
– ହସ୍ତ ପଦ୍ମାସନ କଲେ ଶରୀର କମନୀୟ ରହେ । କୋଷ୍ଠ କାଠିନ୍ୟ ଦୂର ହୁଏ । କ୍ଷୁଧା ଶକ୍ତି ବଢେ । ପ୍ଲୀହା ଦୂର ହୁଏ ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...