Lifestyle

ଏମିତି କିଛି ଭୁଲ ପାଇଁ ଅସୁବିଧାରେ ପଡିବାରେ ଆପଣଙ୍କର ବୈବାହିକ ଜୀବନ

  •  
  • 42
  •  
  •  
  •  
  •  
  •  
    42
    Shares

କିଛି ଲୋକ ଏମିତି ଅଛନ୍ତି ଯିଏ ନିଜର ବୈବାହିକ ଜୀବନ ବିଷୟରେ କହିବାକୁ କୁଣ୍ଠାବୋଧ କରିଥାଆନ୍ତି । କାରଣ ଏହାର ଆମର ଶାରିରୀକ ଏବଂ ମାନସିକ ଅବସ୍ଥାକୁ ସନ୍ତୁଳନରେ ରଖିଥାଏ । ଜାଣିବା ଏହାକୁ କିପରି ସବୁବେଳେ ସୁସ୍ଥ ରଖିପାରିବା। ଖାସକରି ଯୁବା ଅବସ୍ଥାରେ ଏହି ବିଷୟରେ ସଚେତନ ରହିବା ଆବଶ୍ୟକ।

ବେଳେବେଳେ ମଣିଷ ଏମିତି କିଛି ଭୁଲ କରିବସନ୍ତି ଯାହା ତାଙ୍କ ବୈବାହିକ ଜୀବନକୁ ସମସ୍ୟା ଘେରକୁ ଟାଣିନେଇଥାଏ। ଫଳରେ ବିଭିନ୍ନ ସମୟରେ ଅସୁବିଧାର ସମ୍ନା କରିବାକୁ ମଧ୍ୟ ପଡିଥାଏ।

Loading...

୧. ଭୁଲରେ ଅଧିକ ପରିମାଣରେ ଆଲକହଲ ଗ୍ରହଣ କରନ୍ତୁ ନାହିଁ।
୨. ନିୟମିତ ଠିକ ସମୟରେ ଖାଦ୍ୟ ଖାଆନ୍ତୁ, ଖାଦ୍ୟରେ ଅନିୟମିତତା ଅବଲମ୍ବନ କରିବେ ନାହିଁ ।
୩.ନିଜ ଶରୀରକୁ ଠିକ ପରିମାଣରେ ବିଶ୍ରାମ ଦିଅନ୍ତୁ।
୪. ସିଗାରେଟ୍ ଗୁଟକା ଭଳି ତବାଖୁ ପଦାର୍ଥଠାରୁ ଦୁରେଇ ରୁହନ୍ତୁ ।
୫. ସର୍ବଦା ନିଜ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ ।
୬. ଥଣ୍ଡା ପାଣି ଠାରୁ ଦୁରେଇ ରୁହନ୍ତୁ ।

ଉପରୋକ୍ତ ସମସ୍ତ ପଏଣ୍ଟକୁ ଦୃଷ୍ଟିରେ ରଖି କାର୍ଯ୍ୟ କଲେ, ବ୍ୟକ୍ତିଙ୍କର ବୈବାହିକ ଜୀବନ ଓ ଭବିଷ୍ୟତରେ ଆସିବାକୁ ଥିବା ଅନେକ ଅସୁବିଧାରୁ ସେ ବର୍ତୀଯାଇପାରିବେ ।

  •  
    42
    Shares
  •  
  • 42
  •  
  •  
  •  
  •  
Loading...

Join The Discussion

Loading...