Lifestyle

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଣ୍ଡାର କେଉଁ ଅଂଶ ଶରୀର ପାଇଁ କ୍ଷତିକାରକ?

  •  
  • 71
  •  
  •  
  •  
  •  
  •  
    71
    Shares

ଅନେକ ଲୋକ ନିୟମିତ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି କାରଣ ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ଶକ୍ତି ମିଳିଥାଏ ଏବଂ ଶରୀରର ଓଜନ ମଧ୍ୟ କମିଥାଏ। ଅଣ୍ଡାର ଧଳା ଅଂଶ ଖାଇଲେ ଓଜନ ବଢେ ନାହିଁ କିନ୍ତୁ ଜାଣିବା ଏହା କେତେ କ୍ଷତିକାରକ?

ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଅନେକ ଲୋକଙ୍କ ଶରୀର କୁଣ୍ଡେଇ ହେବା ଓ ଏଲର୍ଜି ସମସ୍ୟା ଦେଖାଯାଏ। ଖାସ କରି ଖରାଦିନେ ଘିମିରି ସମସ୍ୟା ଅତ୍ୟଧିକ ଦେଖାଯାଏ। ରକ୍ତ ସଂଚାଳନରେ ମଧ୍ୟ ବ୍ୟତିକ୍ରମ ପରିଲକ୍ଷିତ ହୁଏ। ଏଥିପାଇଁ ବ୍ଲଡ୍‌ପ୍ରେସର କମିଯିବା ସହ ଲୋକଟି ଦୁର୍ବଳ ଅନୁଭବ କରେ।

Loading...

ଧଳା ଅଂଶ ଖାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦେଖାଯାଏ। ଯେଉଁମାନେ ନୀତିଦିନ ବ୍ୟୟାମ କରନ୍ତି ସେମାନଙ୍କର ମାଂସପେଶୀରେ ଯନ୍ତ୍ରଣା ମଧ୍ୟ ଅନୁଭବ ହୁଏ। ଅଣ୍ଡାର ଧଳା ଭାଗରେ ପ୍ରୋଟିନ୍‌ର ମାତ୍ର ଅଧିକ ଥିବାରୁ କିଡ୍‌ନୀର ଅଧିକ କ୍ଷତି ଘଟାଇ ଥାଏ।

ଅଣ୍ଡାର ଭିତର ଓ ବାହାର ଭାଗରେ ବ୍ୟାକ୍ଟେରିଆ ମାନେ ଦୂଷିତ କରି ଦିଅନ୍ତି ତେଣୁ ସବୁବେଳେ ଅଣ୍ଡାକୁ ଅଧିକ ତାପମାତ୍ରାରେ ରୋଷେଇ କରନ୍ତୁ।

  •  
    71
    Shares
  •  
  • 71
  •  
  •  
  •  
  •  
Loading...

Join The Discussion

Loading...