Lifestyle

ରାତିରେ କାହିଁକି କୁକୁର କାନ୍ଦେ?

  •  
  • 116
  •  
  •  
  •  
  •  
  •  
    116
    Shares

ଅନେକ କୁହନ୍ତି ରାତିରେ କୁକୁର କାନ୍ଦିବା ଅଶୁଭ। ଏହାକୁ ନେଇ ବିଭିନ୍ନ ଲୋକଙ୍କ ମନରେ ବିଭିନ୍ନ ଆଶଙ୍କା ସୃଷ୍ଟି ହୋଇଥାଏ। ଯଦି ଅନ୍ଧାର ରାତିରେ କୁକୁର କାନ୍ଦିବା ଶବ୍ଦ ଶୁଣାଯାଏ ତେବେ ଆଖପାଖରେ କେହି ଶୀଘ୍ର ମରିବାର ଅଶୁଭ ସଙ୍କେତ ମିଳିଥାଏ। ଶାସ୍ତ୍ରରେ ଅଛି ବେଳେବେଳେ ଘରକୁ କୌଣସି ନକରାତ୍ମକ ଶକ୍ତିର ପ୍ରବେଶ ହେଲେ କୁକୁରମାନେ କାନ୍ଦିଥାନ୍ତି।

କୁକୁର କାନ୍ଦିବା ଅନ୍ଧବିଶ୍ୱାସ ନୁହେଁ, ଆଜି ଜାଣିବା ରାତିରେ କୁକୁର କାହିଁକି କାନ୍ଦନ୍ତି?

Loading...

କୁକୁରମାନେ ସର୍ବଦା ଏକାଠି ହୋଇ ରୁହନ୍ତି ଯଦି କୌଣସି କୁକୁର ସେମାନଙ୍କ ଗ୍ରହଣରୁ ଦୁରକୁ ଚାଲିଯାଏ ତେବେ ସେହି କୁକୁରର ଅନୁପସ୍ଥିତ ପାଇଁ ଏମାନେ ଭୁକିଥାନ୍ତି । ସାଧାରଣତଃ କେହି ଅଜଣା ଶକ୍ତି, ଭୁତ-ପ୍ରେତ ତଥା ବିଭିନ୍ନ ନକରାତ୍ମକ ଶକ୍ତିଘରକୁ ଆସିବା ଆଗରୁ ସର୍ବପ୍ରଥମେ କୁକୁରମାନେ ସେ କଥାକୁ ଜାଣିପାରିଥାନ୍ତି। ସେଥିପାଇଁ ସେମାନେ ଏପରି କାନ୍ଦିଥାନ୍ତି।

  •  
    116
    Shares
  •  
  • 116
  •  
  •  
  •  
  •  
Loading...

Join The Discussion

Loading...