Lifestyle

ନମସ୍କାର କଲେ କ’ଣ ହୁଏ ?

  •  
  • 3
  •  
  •  
  •  
  •  
  •  
    3
    Shares

ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର ଅଟେ । କୌଣସି ବୟସ୍କ, ପିତା-ମାତା, ସନ୍ଥ-ଜ୍ଞାନୀ-ମହାପୁରୁଷଙ୍କ ଆଗରେ ହାତ ଯୋଡି ନତ ମସ୍ତକ ହେଲେ ଅଂହକାର ଦ୍ରବୀଭୂତ ହୋଇ ଅନ୍ତଃକରଣ ଶୁଦ୍ଧ ହୁଏ । ଆଡମ୍ବର ନଷ୍ଟ ହୋଇଯାଏ । ମନ ସରଳ ଓ ସାତ୍ତ୍ୱିକ ହୁଏ । ନମସ୍କାର ଦ୍ୱାରା ଯୋଗମୁଦ୍ରା ମଧ୍ୟ ହୁଏ ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...