Lifestyle

ଜାଣନ୍ତୁ, ପୃଥ୍ୱୀକୁ “ମାତା କହନ୍ତି କାହିଁକି ?

  •  
  • 7
  •  
  •  
  •  
  •  
  •  
    7
    Shares

ଗର୍ଭଧାରଣ କରି ମାଆ ନିଜ ପିଲାର ଭାର ବହନ କରିଥାଏ । ନଅମାସ ପରେ ପିଲାର ଜନ୍ମ ହୁଏ ଓ ପୃଥିବୀ ପୃଷ୍ଠରେ ପିଲା ପଡିଲା ପରଠାରୁ ପୃଥ୍ୱୀ ପିଲାର ଭାର ବହନ କରିଥାଏ । ଅର୍ଥାତ ପ୍ରସବ ପରେ ପୃଥିବୀ ଉପରେ ପିଲାର ଲାଳନ ପାଳନ, ଖେଳ-କୁଦ, ହସ-କାନ୍ଦ ସବୁକିଛି ହୋଇଥାଏ । ପୃଥିବୀ କୋଳରେ ପିଲା ବଡହୋଇ ବାଲ୍ୟ, ଶୈଶବ, କୈଶୋର, ଯୋ÷÷ବନ, ପୌଢ ଓ ବାର୍ଦ୍ଧକ୍ୟ ଅବସ୍ଥା ଭୋଗ କରି ମୃତ୍ୟୁ ଲାଭ କରି ମାଟିରେ ମିଶିଯାଏ । ଅନ୍ତ ସମୟରେ ପୃଥିବୀ ନିଜର ପିଲାକୁ ନିଜ କୋଳରେ ଲୁଚାଇଦିଏ । ନଅମାସ ପର୍ଯ୍ୟନ୍ତ ପିଲାକୁ ଯେଉଁ ସ୍ତ୍ରୀ ଗର୍ଭରେ ଧାରଣ କରିଥାଏ ତାକୁ ପିଲାର ମାଆ ବୋଲି କହିଥାଆନ୍ତି କିନ୍ତୁ ପିଲା ଜନ୍ମଲୋପରେ ତାର ଭାର ପୃଥିବୀ ବହନ କରିଥାଏ ଓ ମୃତ୍ୟୁ ପର୍ଯ୍ୟନ୍ତ ତାର ଭାର ପୃଥିବୀ ବହନ କରେ । ଏହିପରି ଜନ୍ମଦେଲା ବାଲା ମାତା ଅଟେ ଏବଂ ପୃଥିବୀ ମଧ୍ୟ ମାତା ଅଟେ । ତେଣୁ ପ୍ରତ୍ୟେକ ଦୃଷ୍ଟି କୋଣରୁ ପୃଥିବୀକୁ ମାତା କହିବା ଉଚିତ୍ ଅଟେ ।

  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...