Lifestyle

ପରିଣତ ବୟସରେ “ରତିକ୍ରିୟା’

  •  
  • 4
  •  
  •  
  •  
  •  
  •  
    4
    Shares

-ପୁୁରୁଷର ଯୋ÷÷ନ ଆକାଂକ୍ଷା ୬୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ । ୭୦ ବର୍ଷ ପର୍ଯ୍ୟନ୍ତ ପୁରୁଷର ରତିକ୍ରିୟା କରିବାକୁ ଇଚ୍ଛା ରହିଥାଏ । ଏମିତି ଦେଖାଯାଇଛି ୬୦ରୁ ୬୫ ବର୍ଷ ଭିତରେ ମହିଳାମାନେ ଗର୍ଭବତୀ ହୋଇ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରିଛନ୍ତି । ଭାରତୀୟ ସମାଜରେ ସ୍ତ୍ରୀଲୋକମାନଙ୍କୁ ଅଧିକ ବୟସ ପର୍ଯ୍ୟନ୍ତ ରତିକ୍ରିୟା କରିବାକୁ ପାପ ବୋଲି କୁହାଯାଇଥାଏ । ଋତୁସ୍ରାବ ବନ୍ଦ ହୋଇଗଲେ ଯୋ÷÷ନ ଇଚ୍ଛା କମିଯାଏ । ମାତ୍ର କେତେକ ମହିଳାଙ୍କର ଯୁକ୍ତି ହେୁଛି ଯୋ÷÷ବନ ସମୟରେ ସେମାନେ ଯେଉଁଭଳି ରତି ତୃପ୍ତି ପାଉଥିଲେ ଋତସ୍ରାବ ବନ୍ଦ ପରେ ମଧ୍ୟ କରୁଥିବା ରତିକ୍ରିୟାରେ ଠିକ୍ ସେହିଭଳି ତୃପ୍ତି ପାଇ ପାରୁଛନ୍ତି । ଖୋଲାଖୋଲି ଭାବରେ ଜୀବନକୁ ମଧ୍ୟଉପଭୋଗ କରିପାରୁଛନ୍ତି ।
– ପ୍ରାୟ ୭୦ ଭାଗ ପୁରୁଷ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ରତିକ୍ରିୟା କରିଥାନ୍ତି ବୋଲି କହିଛନ୍ତି ଡ୍ୟୁକ୍ ବିଶ୍ୱବିଦୟାଳୟର ପ୍ରଫେସର ଇରିକ୍ ଫିକର । କେବଳ ଫିକର ନୁହନ୍ତି “ଷ୍ଟେନ ହେରଗଲ’ ଡେନମାର୍କରେ ବୟସ୍କ ପୁରୁଷଙ୍କ ଯୋ÷÷ନ ଜୀବନକୁ ନେଇ ଗବେଷଣା କରି କହିଛନ୍ତି ଯେ, ୫୦ରୁ ୫୫ ବର୍ଷ ବୟସର ୯୦ ଭାଗ ପୁରୁଷ ଏବଂ ୬୦ ରୁ ୭୦ ବର୍ଷ ବୟସ୍କ ୭୫ ଭାଗ ପୁରୁଷ ଏବଂ ୭୦ରୁ ୮୦ ବର୍ଷ ବୟସ ବର୍ଷ ବୟସ୍କ ପାଇଁ ୪୦ ଭାଗ ପୁରୁଷ ନିୟମିତ ରତିକ୍ରିୟା କରନ୍ତି ଏବଂ ସୁଖ ପାଇଥାନ୍ତି । ଆମ ଭାରତୀୟ ସମାଜର ପୁରୁଷମାନେ ୭୦ ବର୍ଷ ପର୍ଯ୍ୟନ୍ତ ଆକ୍ଟିଭ୍ ଯୋ÷÷ନ ଜୀବନ ନିର୍ବାହ କରିଥାନ୍ତି । ୭୦ ବର୍ଷ ବୟସରେ ୨୦/୨୫ ବର୍ଷର ଝିଅକୁ ବାହା ହେବାର ଅନେକ ଉଦାହରଣ ଆମ ସମାଜରେ ରହିଛି ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...