Lifestyle

ଯଦି କାଉ ଏମିତି ସଂକେତ ଦେଉଛି, ତେବେ ଜାଣିବେ ମୃତ୍ୟୁର ସମୟ ପାଖେଇ ଆସୁଛି

  •  
  • 94
  •  
  •  
  •  
  •  
  •  
    94
    Shares

କୁହାଯାଏ କାଉ ବେଳେବେଳେ କିଛି ଅଶୁଭ ସମାଚାର ଦେଇଥାଏ । କାରଣ ବିଶ୍ୱାସ ରହିଛି କାଉ ଉଭୟ ଦୁନିଆରେ ରହିଥାଏ । ଗୋଟିଏ ଜୀବନ ଦୁନିଆ ଓ ଅନ୍ୟଟି ମୃତ୍ୟୁ ଦୁନିଆ । ଆମର ପୂର୍ବ ପୁରୁଷ କାଉ ମାଧ୍ୟମରେ ଆମକୁ ଅଶୁଭ ସଂକେତ ଦେଇଥାନ୍ତି।

ଜାଣିବା କାଉମାନଙ୍କର କେଉଁ ସଂକେତକୁ ଶୁଭ ଓ କେଉଁ ସଂକେତକୁ ଅଶୁଭ ମାନାଯାଏ।

Loading...

ବେଳେବେଳେ ଘର ଉପରେ କାଉ ଝଗଡା କରନ୍ତି ତେବେ ଏହା ସଂକେତ ଦେଇଥାଏ ଯେ ଘରର ମୁଖିଆଙ୍କ ଶୀଘ୍ର ଖରାପ ସମୟ ଆସିବ।
ଯଦି ଖରାବେଳେ କାଉର ସ୍ୱର ଉତ୍ତର ଓ ପୂର୍ବ ଦିଗରୁ ଶୁଭେ ତେବେ ଆପଣଙ୍କ ଦିନ ସୁଖମୟ ରହିବ।
ଘରର ଛାତ ଉପରେ ଯଦି କାଉ ବସି ଦକ୍ଷିଣ ଦିଗ ଆଡକୁ ମୁହଁ କରି ରାବୁଥାଏ ତେବେ ଏହା ଅଶୁଭ ସଂକେତ ଅଟେ । ଏହାର ଅର୍ଥ ନିକଟ ଭବିଷ୍ୟତରେ ଘରେ କାହାର ମୃତ୍ୟୁ ହେଇପାରେ ।
ରାସ୍ତାରେ ଯାଉ ଯାଉ ଯଦି କାଉ ପାଣି ପିଉଥିବାର ଦେଖିଲେ ଦିନଟି ଅତ୍ୟନ୍ତ ସୁଖମୟ ହେବା ସହ ଧନ ପ୍ରାପ୍ତି ହାଇଥାଏ।
ଯଦି କାଉ ମୁହଁରେ ମାଂସ ନେଇ ଯାଉଥିବାର ଦେଖିଲେ ତେବେ ଆପଣଙ୍କର ବହୁ ଦିନର ଇଚ୍ଛା ପୁରାଣ ହେବ।
କାଉ ଯଦି ମଣିଷ ଦେହରେ ବା ମୁଣ୍ଡ ଉପରେ ବସିବା ଶୁଭ ମାନା ଯାଏ ନାହିଁ ।
ଯଦି ସକାଳୁ ଘର ଆଗରେ କାଉ ରାବୁ ଥିବାର ଦେଖନ୍ତି ତେବେ ଘରକୁ ଅତିଥି ଆସିବାର ସମ୍ଭାବନା ଥାଏ ।

  •  
    94
    Shares
  •  
  • 94
  •  
  •  
  •  
  •  
Loading...

Join The Discussion

Loading...