Lifestyle

ଜାଣନ୍ତୁ, କାହିଁକି ରାତିରେ ଦହି ଖାଇବା ମନା..

  •  
  • 3
  •  
  •  
  •  
  •  
  •  
    3
    Shares

ସାଧାରଣତଃ ରାତିରେ ଦହି ଖାଇବାକୁ ମନା କରାଯାଇଥାଏ। କାରଣ ଏହା ଶରୀରର ସ୍ବାଭାବିକ ମେଟାବୋଲିକ୍‌ ପ୍ରକିୟାରେ ବାଧା ସୃଷ୍ଟି କରିଥାଏ। ପୁଣି ଏହା ସୂର୍ଯ୍ୟାସ୍ତ ପରେ ଶରୀରରେ ସୃଷ୍ଟି କରିଥାଏ ମ୍ୟୁକସ୍‌। ଯାହାଫଳରେ ଥଣ୍ଡା,କାଶ, କଫ, ଆଜ୍‌ମା ଆଦି ହେବାର ଆଶଙ୍କା ରହିଥାଏ। ରାତିରେ ଦହି ଏସିଡିଟି ସମସ୍ୟା ସୃଷ୍ଟି କରିଥାଏ। ଏହାଦ୍ୱାରା ରକ୍ତଚାପ ବୃଦ୍ଧି ପାଇ ରହିଥାଏ ହାର୍ଟ ଆଟାକ୍‌ ହେବାର ଆଶଙ୍କା। ରାତିରେ ଦହି ସହଜରେ ହଜମ ହୋଇ ପାରି ନ ଥାଏ ବୋଲି ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରଗେଟିଭ୍‌ ମେଡିସିିନ୍‌ ଦ୍ୱାରା କରାଯାଇଥିବା ଗବେଷଣା ରିପୋର୍ଟରେ ସୂଚିତ କରାଯାଇଛି। ରାତିରେ ଦହି ବି ସୁଖ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ। ପୁଣି ଏଥିଯୋଗୁ ମେହବହୁଳତା ହେବାର ରହିଥାଏ ଆଶଙ୍କା। ଅପରପକ୍ଷରେ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି ରାତିରେ ଦହି ଖାଇଲେ ମାତା ମହାଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥାଏ। ଫଳରେ ଘରେ ଅର୍ଥାଭାବ ସୃଷ୍ଟି ହୁଏ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...