Lifestyle

ପୁଅମାନେ ଶୀଘ୍ର କୁହନ୍ତି “ଆଇ ଲଭ୍ ୟୁ’, କାହିଁକି ଜାଣନ୍ତୁ

  •  
  • 19
  •  
  •  
  •  
  •  
  •  
    19
    Shares

ଝିଅଙ୍କୁ ତୁଳନାରେ ପୁଅମାନେ ନିଜ ସାଥୀଙ୍କୁ ଖୁବ୍ ଶୀଘ୍ର “ଆଇ ଲଭ୍ ୟୁ’ କହିପାରନ୍ତି । ପୁଅମାନଙ୍କୁ ନୂତନ ସାଥୀକୁ “ଆଇ ଲଭ୍ ୟୁ’ କହିବାକୁ ୭ମାସ ସମୟ ଲାଗୁଥିବା ବେଳେ ଝିଅମାନଙ୍କୁ ଏଥିପାଇଁ ୮ ମାସ ଲାଗିଥାଏ । ଆମେରିକାର ଲୋକପ୍ରିୟ ପାରିବାରିକ ପତ୍ରିକା “ଷ୍ଟେଲା’ ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇଥିଲା । ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଝିଅମାନେ ପ୍ରେମିକ ପାଇଁ ପାଗଳ ହେଉଥିଲେ ମଧ୍ୟ ଖୁବ୍ ସହଜରେ ସେମାନେ ହୃଦୟର ଭାଷାକୁ ଓଠ ପର୍ଯ୍ୟନ୍ତ ଆଣିପାରନ୍ତି ନହିଁ । ଏହାଛଡା ଦେଖାଯାଇଥିଲା ଯେ ପୁଅମାନେ ଝିଅ ତୁଳନାରେ ଅଧିକାର ପ୍ରେମରେ ପଡନ୍ତି । ଏହାର କାରଣ ଝିଅମାନେ ପୁଅଙ୍କ ତୁଳନାରେ ଅଧିକ ପରିପକ୍ୱ । ସେମାନେ ପୁଅଙ୍କୁ ଜୀବନସାଥୀ ଭାବେ ଦେଖିବାକୁ ଚାହାନ୍ତି ଏବଂ ଅଧିକ ବାସ୍ତବବାଦୀ । ତେଣୁ ଯେତେବେଳେ ଜଣେ ପୁଅ କୁହେ “ଆଇ ଲଭ୍ ୟୁ’ ଏହା ତା’ର ସାମୟିକ ଭାବନା ହୋଇପାରେ । ତେଣୁ ଯେତେବେଳେ ଜଣେ ଝିଅ ଏକଥା କୁହନ୍ତି, ସେତେବେଳେ ତା’ର ମୂଲ୍ୟ ଅଧିକ । ସର୍ବେକ୍ଷଣରୁ ଜଣାପଡିଥିଲା ଯେ ପୁଅମାନେ ପ୍ରେମକୁ ଯୋ÷÷ନ ସଂପର୍କ ପାଇଁ ବ୍ୟବହାର କରନ୍ତି ଏବଂ ଝିଅମାନେ ପ୍ରେମ ପାଇବା ପାଇଁ ଯୋ÷÷ନ ସଂପର୍କ ରଖନ୍ତି ।

  •  
    19
    Shares
  •  
  • 19
  •  
  •  
  •  
  •  
Loading...

Join The Discussion

Loading...