– ଝିଅମାନେ ଅତ୍ୟଧିକ ଗପିଲେ ।
– ଠୋ ଠୋ ହୋଇ ହସିଲେ ।
– ଅତ୍ୟଧିକ ଅଳସୁଆ ହେଲେ ।
– ବାରମ୍ବାର ମିଛି କହିଲେ ଏବଂ ଅଯଥା ଖର୍ଚ୍ଚ କରିବା ସଂଗେ ସଂଗେ ବାରମ୍ବାର ବାପ ଘରକୁ ଗଲେ ।
– ଅନ୍ୟ ପୁଅ-ଝିଅ ଅଯଥାରେ ତଥା ଏକାନ୍ତରେ କଥାହେଲେ ।
– ଝିଅମାନେ ସଦାବେଳେ ଗରଗର ହେଲେ , ସ୍ୱାମୀଙ୍କ କଥାରେ ଏକମତ ନ ହେଲେ ଏବଂ ବାରମ୍ବାର ଭୋଜନ କଲେ ।
Loading...