Lifestyle

କେମିତି ହେବେ ସମସ୍ତଙ୍କ ପ୍ରିୟ

  •  
  • 3
  •  
  •  
  •  
  •  
  •  
    3
    Shares

ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ସମସ୍ତଙ୍କ ଦ୍ୱାରା ଆଦୃତ ହୋଇ ସମସ୍ତଙ୍କ ପ୍ରିୟ ହେବା ପାଇଁ । ତେବେ କିଭଳି ହେବେ ସମସ୍ତଙ୍କ ଫେଭରିଟ୍‌ ସେ ସମ୍ପର୍କରେ….

* ସମସ୍ତଙ୍କ ପ୍ରିୟ ହେବାକୁ ହେଲେ ସର୍ବପ୍ରଥମେ ସମସ୍ତଙ୍କୁ ଆପଣାର କରିବା ଶିଖନ୍ତୁ।

Loading...

* ବଡଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସାନକୁ ଆଦର କରନ୍ତୁ।

* ନିଃସ୍ବାର୍ଥପର ଭାବେ ଭଲପାଆନ୍ତୁ।

* ଦୟାବାନ ଏବଂ ନମ୍ର ହୁଅନ୍ତୁ। ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ।

* ଜଣେ ଭଲ ଶ୍ରୋତା ହୁଅନ୍ତୁ। ସାମ୍‌ନା ବ୍ୟକ୍ତି କ’ଣ କହିବାକୁ ଚାହୁଁଛନ୍ତି ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ।

* ଅନ୍ୟମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ଅଭ୍ୟାସ କରନ୍ତୁ।

* କାହାକୁ ଖରାପ ଲାଗିବା ବା ବାଧିଲା ଭଳି ଶବ୍ଦ ବ୍ୟବହାର କରନ୍ତୁ ନାହିଁ।

* କାହା ବିରୋଧରେ ଅଯଥା ଗପନ୍ତୁ ନାହିଁ ବା ଟିକା ଟିପ୍ପଣୀ ଦିଅନ୍ତୁ ନାହିଁ।

* ଖୋଲା ମିଜାଜ୍‌ରେ ସମସ୍ତଙ୍କ ସହ ମିଶନ୍ତୁ ଏବଂ ଲୋକଙ୍କ ସହ କଥା ହେବା ବେଳେ ମୁହଁରେ ସବୁବେଳେ ସ୍ମିତହାସ୍ୟ ବଜାୟ ରଖନ୍ତୁ।

* ସବୁଠାରୁ ମୁଖ୍ୟ କଥା ହେଉଛି ନିଜେ ସକାରାତ୍ମକ ରୁହନ୍ତୁ ଏବଂ ନିଜ ପାରିପାର୍ଶ୍ୱିକ ପରିବେଶରେ ମଧ୍ୟ ସକାରାତ୍ମକ ଉର୍ଜା ସୃଷ୍ଟି କରନ୍ତୁ ା

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...