Lifestyle

ଦାନ୍ତରୁ ଜାଣିହେବ ଯୁବକଯୁବତୀଙ୍କ ଭାଗ୍ୟ

  •  
  • 8
  •  
  •  
  •  
  •  
  •  
    8
    Shares

୧. ଯେଉଁ ଯୁବକ ଯୁବତୀମାନଙ୍କର ଦାନ୍ତ ପରିଷ୍କାର ଦ୍ୟୁତିଯୁକ୍ତ ଡାଳିମ୍ବ ବୀଜ ତୁଲ୍ୟ ସେମାନେ ପ୍ରିୟଭାଷୀ ଓ ଶାସ୍ତ୍ରପ୍ରିୟ ହୋଇଥାନ୍ତି ।
୨. ଯେଉଁ ଯୁବକଯୁବତୀମାନଙ୍କର ଦାନ୍ତ ସୁଗଠିତ ସେମାନେ ଖୁବ୍ ସୌଭାଗ୍ୟବାନ ଓ ସୌଭାଗ୍ୟବତୀ ।
୩. ଯେଉଁମାନଙ୍କର ଦାନ୍ତ ଉଚ୍ଚ ସେ ବିଦ୍ୱାନ ଓ ପଣ୍ଡିତ ।
୪. ଯେଉଁମାନଙ୍କର ୩୨ଟି ଦାନ୍ତ ସେମାନେ ଶୁଭ ଜୀବନ ଯାପନ ଲାଭ କରିଥାନ୍ତି ।
୫. ଯେଉଁମାନଙ୍କର ୨୯ଟି ଦାନ୍ତ ସେମାନେ ଦୁର୍ଭାଗ୍ୟା ।
୬. ଯେଉଁମାନଙ୍କର ଦାନ୍ତ ଶୁଷ୍କ ଓ ତୀକ୍ଷ୍ଣ ସେ ଦୁଃଖୀ ।
୭. ଯେଉଁମାନଙ୍କର ଦାନ୍ତ ନୀଚା ଓ କୁତ୍ସିତ ସେ ନିଜ କାର୍ଯ୍ୟରେ ଲିପ୍ତ ରହିଥାନ୍ତି । ଅସମାନ ଦାନ୍ତ ହେଲେ ସେ ଦରିଦ୍ର ହୋଇଥାଏ ।
୮. ଯେଉଁ ଯୁବତୀମାନଙ୍କର ଦାନ୍ତ ଶ୍ୱେତ, ସ୍ନିଗଧ ଓ ସମାନ ସେଇ ଯୁବତୀମାନେ ସୌଭାଗ୍ୟବତୀ ହୋଇଥାଆନ୍ତି ।
୮. ଯେଉଁ ଯୁବତୀମାନେ ନିଦ୍ରାବସ୍ଥାରେ ଦାନ୍ତ କଡମଡ କରନତି ସେ ଯୁବତୀ ଆଦୌ ଗ୍ରହଣଯୋଗ୍ୟା ନୁହେଁ ।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...