Lifestyle

ପିଅନ୍ତୁ ହାଡ଼ ସୁପ୍‌, ମିଳିବ ଅନେକ ଫାଇଦା

  •  
  • 5
  •  
  •  
  •  
  •  
  •  
    5
    Shares

-ହାଡ଼ ସୁରୁଆରେ ଜେଲାଟିନ୍‌ ଥିବାରୁ ଅନ୍ତନଳୀ ଅଭ୍ୟନ୍ତରରେ ଥିବା ମ୍ୟୁକସ୍‌ ସ୍ତରକୁ ସୁରକ୍ଷା ଦେବା ସହ ହଜମ କ୍ରିୟାରେ ସାହାଯ୍ୟ କରେ।

-ଶ୍ୱାସକ୍ରିୟା ଇନ୍‌ଫେକ୍‌ସନ୍‌ ସମୟରେ କୁକୁଡ଼ା ହାଡ଼ ଝୋଳ ପିଇଲେ ଥଣ୍ଡା ରୋଗ ସୃଷ୍ଟିକାରୀ ଶ୍ୱେତରକ୍ତ କଣିକା କମିଯାଇଥାଏ।

Loading...

-ହାଡ଼ ଝୋଳରେ ଥିବା ଗ୍ଲୁକୋସାମାଇନ୍‌ ନୂତନ କୋଲାଜେନ୍‌ ବୃଦ୍ଧିକୁ ଉତ୍ସାହିତ କରେ, ଅକାମି ହୋଇଥିବା ଗଣ୍ଠିର ମରାମତି କରେ, ଯନ୍ତ୍ରଣା ଓ ପ୍ରଦାହ କମାଇ ଦିଏ।

-ହାଡ଼ ସୁରୁଆରେ ଥିବା ଉଭୟ ଜେଲାଟିନ୍‌ ଏବଂ କୋଲାଜେନ୍‌ କେଶ ବଢ଼ାଇବା ସହ ନଖ ଶକ୍ତ ହେବାରେ ସହାୟକ ହୁଏ।

-ହାଡ଼ ସୁରୁଆରେ ଥିବା କାଲ୍‌ସିୟମ୍‌, ମାଗ୍ନେସିୟମ୍‌ ଏବଂ ଫସ୍‌ଫରସ୍‌ ହାଡ଼ ବଢ଼ାଇବା ଏବଂ ମରାମତି କରିବାରେ ସାହାଯ୍ୟ କରନ୍ତି।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...