Lifestyle

କ’ଣ କଲେ ବାରମ୍ବାର ଝିଅ ହେଉଥିଲେ ପୁଅ ହୁଏ !

  •  
  • 6
  •  
  •  
  •  
  •  
  •  
    6
    Shares

ସାତଗୋଟି ଶିବଲିଙ୍ଗ ମଞ୍ଜି ସହିତ ମୟୂର ପୁଚ୍ଛରୁ ଚନ୍ଦ୍ରିକାଟିକୁ କାଟି ସଂଗ୍ରହ କରନ୍ତୁ । ଉଭୟକୁ ଭଲ ଭାବରେ ଶିଳରେ ବାଟି ଦିଅନ୍ତୁ । ଏ ଔଷଧକୁ ପ୍ରତିଦିନ ଖାଲି ପେଟରେ ପ୍ରାତଃ କାଳରେ ଅଣ୍ଡିରା ବାଛୁରୀ ଥିବା ଗାଈ କ୍ଷୀର ସହିତ ଏକ ଏକ ମାତ୍ରାରେ ଋତୁକାଳର ଚତୁର୍ଥ ଦିନପରେ ସାତ ଦିନ ପର୍ଯ୍ୟନ୍ତ ଖାଆନ୍ତୁ । ଏହିପରି ପରବର୍ତ୍ତୀ ମାସରେ ସାତଦିନ ଯାଏ ସେବନ କରନ୍ତୁ । ଏହିକ୍ରମ ତିନିମାସ ଚାଲିବା ଦରକାର । ଏହି ଔଷଧ ସେବନ କରିବାର ତିନିଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । ତିନିମାସ ଯାଏ ଏହି ପ୍ରୟୋଗ ଚାଲିଥିବା ବେଳେ ଅତି ଖଟା, ପିତା, କ୍ଷାରଯୁକ୍ତ ଏବଂ ଗରମ ପଦାର୍ଖ କିଛି ଗ୍ରହଣ କରନ୍ତୁ ନାହିଁ । ଏଥିରେ ପିଲା ରହିଲେ ଝିଅ ନ ହୋଇ ପୁଅ ହେବ ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...