METRO TV BUREAU
Image
maro news

ଗଜରାଜ ଙ୍କ ଆତଙ୍କ ,୨ ଜଣଙ୍କୁ ଘରୁ ଟାଣିନେଇ ପାଦରେ ଦଳି ଦେଲା ହାତୀ |

କିଛିଦିନ ହେବ ହାତୀ ଙ୍କ ଆତଙ୍କ ରେ ଆତଙ୍କିତ ହୋଇଅଛନ୍ତି ରେଢାଖୋଲ ଅଂଚଳବାସି | ମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମୋଚିବାହାଲ ବନାଞ୍ଚଳ ଅନ୍ତର୍ଗତ ମାକରକେନ୍ଦା ଗାଁରେ ହାତୀ ଆତଙ୍କ । ଘରେ ଶୋଇଥିବା ଅବସ୍ଥାରେ [...]

maro news

କୋର୍ଟ ଭିତରେ ଖଣ୍ଡାରେ ହାଣି ଯୁବତୀଙ୍କୁ ହତ୍ୟା,

ଆଜି ସମ୍ବଲପୁର ପରିବାର କୋର୍ଟ ପରିସରରେ ଓକିଲଙ୍କ ସମ୍ମୁଖରେ ଜଣେ ଅଭିଯୁକ୍ତ  ଯୁବକ ଏକ ବର୍ବରକାଣ୍ଡ କରିଛି । ପାରିବାରିକ କଳହର ସମାଧାନ ପାଇଁ କୋର୍ଟକୁ ଆସଥିବା ବେଳେ ନିଜ ସ୍ତ୍ରୀ ଓ ସଂପର୍କୀୟଙ୍କ [...]

maro news

ସମ୍ବଲପୁର ରେ ସଶସ୍ତ୍ର ଡକାୟତି

ଗତ କଲି ସମ୍ବଲପୁର ସହର ର ବ୍ୟସ୍ତବହୁଳ ଇଲାକା ବୁଢାରଜା ଠାରେ ଥିବା ମୁଥୁତ ଫାଇନାନ୍ସ ରେ  ସଶସ୍ତ୍ର ଡକାୟତି ହୋଇଛି | 4-5 ଜଣ ଝାରଖଣ୍ଡି ଡକାୟତ ଏହି କାଣ୍ଡ ଘଟାଇ  ଥିବା [...]