METRO TV BUREAU
Image
maro news

ଭିତରକନିକାରେ କୁମ୍ଭୀର ବସା ଚିହ୍ନଟ

ଜାତୀୟ ଉଦ୍ୟାନ ଭିତରକନିକାରେ କୁମ୍ଭୀର ବସା ଚିହ୍ନଟ କାର୍ଯ୍ୟକ୍ରମ ମେ ୧ରୁ ଆରମ୍ଭ ହୋଇଛି । ଜାତୀୟ ଉଦ୍ୟାନର ନଦୀ , ନାଳରେ ବାସକରୁଥିବା ବିରଳ ବଉଳାକୁମ୍ଭୀର ୧୬ଟିରୁ ଉର୍ଦ୍ଧ ବସରେ ଅଣ୍ଡା ଦେଇଥିବା [...]

maro news

୧୯ ତାରିଖ ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

 ଆସନ୍ତା ୧୯ ତାରିଖ ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଏ ନେଇ ଆଜି ସ୍କୁଲ ଓ ଗଣ ଶିକ୍ଷା ବିଭାଗର ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା [...]

maro news

ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ଆଜି ଠାରୁ ବିଜେଡିର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମହାନଦୀ ମହାସଂଗ୍ରାମ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀର ଉପରମୁଣ୍ଡରେ ବନ୍ଧ [...]

maro news

ଜାତୀୟ କୁମ୍ଭୀର ସାରଂକ୍ଷଣ କେନ୍ଦ୍ର ଭିତରକନିକା ୩ମାସ ବନ୍ଦ

ଜାତୀୟ କୁମ୍ଭୀର ସାରଂକ୍ଷଣ କେନ୍ଦ୍ର ଭିତରକନିକା | ଏଠାରେ ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ଏମାନଙ୍କ ମିଳନ ଏବଂ ପ୍ରଜନନ ରେ କୌଣସି ବାଧା ନ ଉପୁଜିବା ପାଇଁ [...]

maro news

ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା

ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଥିଲା। ଆଜି ବି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ହେବାର [...]

maro news

ଗଜରାଜ ଙ୍କ ଆତଙ୍କ ,୨ ଜଣଙ୍କୁ ଘରୁ ଟାଣିନେଇ ପାଦରେ ଦଳି ଦେଲା ହାତୀ |

କିଛିଦିନ ହେବ ହାତୀ ଙ୍କ ଆତଙ୍କ ରେ ଆତଙ୍କିତ ହୋଇଅଛନ୍ତି ରେଢାଖୋଲ ଅଂଚଳବାସି | ମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମୋଚିବାହାଲ ବନାଞ୍ଚଳ ଅନ୍ତର୍ଗତ ମାକରକେନ୍ଦା ଗାଁରେ ହାତୀ ଆତଙ୍କ । ଘରେ ଶୋଇଥିବା ଅବସ୍ଥାରେ [...]

maro news

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ

 ସାରା ରାଜ୍ୟରେ ଆଜି ପାଳିତ ହେଉଛି ସ୍ୱାଭିମାନ ଦିବସ କାରଣ ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ  ।   ୧୮୪୮ ମସିହାର ଏପ୍ରିଲ ୨୮ ତାରିଖରେ କଟକର ସତ୍ୟଭାମାପୁର ଠାରେ [...]

maro news

ଝାରସୁଗୁଡ଼ା ଷ୍ଟେସନରେ ୭ଟି ବୋମା ଜବତ ,ଅଳ୍ପକେ ବର୍ତିଲେ ଯାତ୍ରୀ !

ଆଜି ସକାଳେ ଝାରସୁଗୁଡ଼ା ଷ୍ଟେସନରେ ଆଲ୍ଲେପୀ-ଧାନବାଦ ଏକ୍ସେପ୍ରେସରୁ ବିସ୍ଫୋରକ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ ଜବତ ହୋଇଛି । ଟ୍ରେନ୍‌ରେ ବିସ୍ଫୋରକ ପରିବହନ ଖବର ପାଇଁ ଏଲେପି- ଧାନବାଦ ଏକ୍ସପ୍ରେସରେ ଚଢ଼ାଉ କରି ୭ଟି ବୋମା [...]

maro news

୭ ମାସର ଶିଶୁକୁ ନିଆଁ ସେଜରେ ଶୁଆଇ ଦେଲା ମା

 ମାତୃତ୍ୱର ଏକ ନୂତନ ଛବି , ୭ ମାସର ଶିଶୁକୁ ନିଆଁ ସେଜରେ ଶୁଆଇ ଦେଲା ମା | ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ସାଲିଆ ସାହି ଠାରେ | [...]

maro news

ଜଗମୋହନ ପୂର୍ବରୁ ରଥରେ ଜୀବନ :

           ଆସୁଥିବା ରଥଯାତ୍ରା ଉପଲକ୍ଷେ , ଜଗତର ତିନି ଠାକୁରଙ୍କ ରଥପ୍ରସ୍ତୁତ ପାଇଁ  ଅଣାଯାଇଥିବା  ରଥର କାଠରେ , ଏକ ଅସ୍ୱାଭାବିକ  ଭାବେ  ମୂତ୍ୟୁ  ଘଟିଛି  ଜଣେ ବୃଧ [...]

maro news

୧୦ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଗ୍ୟାଙ୍ଗଷ୍ଟର

 ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ହାଇକୋର୍ଟ ରାଜାଙ୍କୁ ସର୍ତମୂଳକ ଜାମିନ ଦେଇଥିଲେ । ୨୦୦୮ରୁ ବିଭିନ୍ନ ମାମଲାରେ ଜେଲରେ ଥିଲେ ରାଜା । ସେପଟେ [...]

maro news

ପ୍ରଭାତ ବିଶ୍ୱାଳ ଙ୍କୁ ମିଳିଲା ଜାମିନ |

ଚୌଦ୍ୱାର କଟକ ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ୨ମାସ ପାଇଁ ସର୍ତମୂଳକ ଜାମିନ ଦେଲେ ହାଇକୋର୍ଟ | ତଦନ୍ତକରି ଅଧିକାରୀ ଙ୍କ ବିନା ଅନୁମତିରେ ବାହାରକୁ ଯାଇପାରିବେ ନାହିଁ [...]

maro news

କେନ୍ଦୁଝରରେ ସୃଷ୍ଟି ହୋଇଥିଲା କାଶ୍ମୀର ଭ୍ରମ

ସୋମବାର କେନ୍ଦୁଝରରେ ସୃଷ୍ଟି ହୋଇଥିଲା କାଶ୍ମୀର ଭ୍ରମ | ଚାରିଆଡେ ବରଫ ଅସ୍ତ୍ର ବିଛେଇ ହୋଇଯାଇଥିଲା | ପାହାଡ ପର୍ବତ, ଗଛପତ୍ର, ରାସ୍ତାଘାଟ ସବୁଆଡେ କୁଆପଥର ପଡିଛି । କିଛି ସମୟ ପାଇଁ ଏହା [...]

maro news

ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଭିତିଭୂମି ଲୋକାର୍ପଣ :ମୁଖ୍ୟ ମନ୍ତ୍ରୀ ...

       ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଙ୍କ ଦ୍ୱାରା  ଭିଡିଓ କନ୍ଫରେନ୍ସସିଂ ମାଧ୍ୟମରେ  ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର  ବିଭିନ୍ନ  ଭିତିଭୂମି  ଉନୟନ  ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାଶ  କରାଯାଇଛି |  ଗୌରବମୟ  ଉପସ୍ଥିତ [...]

maro news

କୋର୍ଟ ଭିତରେ ଖଣ୍ଡାରେ ହାଣି ଯୁବତୀଙ୍କୁ ହତ୍ୟା,

ଆଜି ସମ୍ବଲପୁର ପରିବାର କୋର୍ଟ ପରିସରରେ ଓକିଲଙ୍କ ସମ୍ମୁଖରେ ଜଣେ ଅଭିଯୁକ୍ତ  ଯୁବକ ଏକ ବର୍ବରକାଣ୍ଡ କରିଛି । ପାରିବାରିକ କଳହର ସମାଧାନ ପାଇଁ କୋର୍ଟକୁ ଆସଥିବା ବେଳେ ନିଜ ସ୍ତ୍ରୀ ଓ ସଂପର୍କୀୟଙ୍କ [...]